ETV Bharat / sports

ହୃଦୟର ସ୍ବତନ୍ତ୍ର ସ୍ଥାନରେ କୋଲକାତା ଫ୍ୟାନ୍ସ: ପାଟ କମିନ୍ସ

ଆଇପିଏଲରେ କୋଲାକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିବା ସୌଭାଗ୍ୟର କଥା ବୋଲି କହିଛନ୍ତି ଅଷ୍ଟ୍ରେଲିଆ ସ୍ପିଟଷ୍ଟାର ପାଟ କମିନ୍ସ ।

author img

By

Published : May 10, 2020, 3:59 PM IST

Big  contract brings big responsibilities: Pat Cummins 'pumped' to represent KKR
ହୃଦୟର ସ୍ବତନ୍ତ୍ର ସ୍ଥାନରେ କୋଲକାତା ଫ୍ୟାନ୍ସ: ପାଟ କମିନ୍ସ

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ ନିଲାମ ପ୍ରକ୍ରିୟାରେ ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହୋଇଥିଲେ ଅଷ୍ଟ୍ରେଲିଆ ସ୍ପିଟଷ୍ଟାର ପାଟ କମିନ୍ସ । ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ଟିମ କୋଲକାତା ନାଇଟ ନାଇଡର୍ସ(KKR) 15.5 କୋଟିରେ କମିନ୍ସଙ୍କୁ କିଣିଥିଲା । ତେବେ କେକେଆରରେ ସାମିଲ ହେବାପରେ କମିନ୍ସ କହିଛନ୍ତି ବଡ ଚୁକ୍ତି ବୃହତ ହାୟିତ୍ବ ନେଇଆସେ ।

ତେବେ କୋଲକାତାର ଫ୍ୟାନ୍ସଙ୍କୁ ସ୍ବତନ୍ତ୍ର ସ୍ଥାନରେ ରଖିଥିବା କହିଛନ୍ତି ପାଟ କମିନ୍ସ । କୋଲାକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିବା ସୌଭାଗ୍ୟର କଥା । ଜ୍ୟାକ କାଲିସ, ଆଣ୍ଡ୍ର ରସେଲ ଓ କୋଚ ବ୍ରେଣ୍ଡନ ମାକ୍ୟୁଲମ ଭଳି ଭେଟେରାନ ଖେଳାଳି କେକେଆର ପରିବାରରେ ରହିଛନ୍ତି ।

ଆଇପିଏଲ ପାଇଁ ସେ ଉତ୍ସାହିତ ଥିବା ସହ, କୋରୋନା ଭାଇରସର ପ୍ରଭାବ କମ ହେବାପରେ ଆଇପିଏଲ ଖେଳାଯିବା ନେଇ ଆଶାବାଦୀ ଅଛନ୍ତି ପାଟ କମିନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.