ETV Bharat / sports

ମହିଳା ଆଇପିଏଲ ଖେଳସୂଚୀ ଉପରେ ଗୋଟେ ନଜର - T20

ଆସନ୍ତା ମେ 6ରୁ 11 ଯାଏ ସ୍ଥାନୀୟ ସୱାଇ ମାନସିଂ ଷ୍ଟାଡିୟମଠାରେ ଖେଳାଯିବ ମହିଳା ଆଇପିଏଲ । ତେବେ ଏଥିରେ ମୋଟ 4ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ସମସ୍ତ ମ୍ୟାଚ ଜୟପୁରଠାରେ ଖେଳାଯିବ ।

ଫଟୋ ସୈାଜନ୍ୟ-ସୋସିଆଲ ମିଡିଆ
author img

By

Published : Apr 28, 2019, 2:21 AM IST

Updated : Apr 28, 2019, 5:03 PM IST

ଜୟପୁର: ଆସନ୍ତା ମେ 6ରୁ 11 ଯାଏ ସ୍ଥାନୀୟ ସୱାଇ ମାନସିଂ ଷ୍ଟାଡିୟମଠାରେ ଖେଳାଯିବ ମହିଳା ଆଇପିଏଲ । ତେବେ ଏଥିରେ ମୋଟ 4ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ସମସ୍ତ ମ୍ୟାଚ ଜୟପୁରଠାରେ ଖେଳାଯିବ । ଅନ୍ୟପଟେ ଚଳିତଥର 3ଟି ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି । ସୁପରନୋଭାସ, ଟ୍ରାଏଲବ୍ଲେଜର୍ସ ଓ ଭେଲୋସିଟି ନାମକ ତିନୋଟି ଦଳ ରହିଛନ୍ତି । ତେବେ ଏହି ସମସ୍ତ ମ୍ୟାଚ ଆଇପିଏଲର ଫାଇନାଲ ପୂର୍ବରୁ ଖେଳାଯିବ ।

ସୂଚନଥାଉ କି, ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ମହିଳା ଆଇପିଏଲରେ ସୁପରନୋଭାସ ଓ ଟ୍ରେଲବ୍ଳେଜରସଦୁଇଟି ଦଳ ସାମିଲ ଥିଲେ । ମାତ୍ର ଚଳିତ ଥର ଭେଲୋସିଟି ଦଳ ନୂଆ କରି ଖେଳିବାକୁ ଯାଉଛି । ତେବେ ଭାରତୀୟ ଦଳର ତିନି ପ୍ରମୁଖ ମହିଳା କ୍ରିକେଟର ହରମନପ୍ରିତ କୈାର, ସ୍ମୃତି ମାନ୍ଧାନା ଓ ମିତାଲି ରାଜ ଯଥାକ୍ରମେ ସୁପରନୋଭାସ, ଟ୍ରାଏଲବ୍ଲେଜର୍ସ ଓ ଭେଲୋସିଟି ଦଳର ନେତୃତ୍ବ ନେବେ ।

ଏଥିସହ ଏହି ତିନି ଦଳରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ବାଂଲାଦେଶର ଅନ୍ତର୍ଜାତୀୟ ମହିଳା କ୍ରିକେଟ ଦଳର ବିଭିନ୍ନ ପ୍ଲେୟାର ସାମିଲ ହୋଇଛନ୍ତି । ମାତ୍ର ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ନିଜ ଖେଳାଳିଙ୍କୁ ରିଲିଜ କରିବାକୁ ମନା କରି ଦେବାରୁ ଚଳିତ ଥର କୌଣସି ଅଷ୍ଟ୍ରେଲିଆନ କ୍ରିକେଟର ଦେଖାଯିବେ ନାହିଁ । ଭବିଷ୍ୟତରେ ଭାରତୀୟ ମହିଳା କ୍ରିକେଟ ଦଳରେ ଖେଳିବାକୁ ଥିବା ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରୁ ଅନେକ କିଛି ଶିଖିବାକୁ ପାଇବେ ବୋଲି ବିସିସିଆଇ କହିଛି ।

ଉଲ୍ଲେଖଯୋଗ୍ୟ ଯେ, ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ନୂଆ କରି ଖେଳୁଥିବା ଭେଲୋସିଟି ଦଳରେ ସାମିଲ ଅଛନ୍ତି ।

ନଜର ପକାନ୍ତୁ ତିନି ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ଉପରେ:-

ସୁପରନୋଭାସ ଦଳ-

  • ହରମନପ୍ରିତ କୈାର(ଅଧିନାୟକ), ତାନିଆ ଭାଟିଆ(ୱିକେଟକିପର), ଅନୁଜା ପତି, ଅରୁନ୍ଧତି ରେଡ୍ଡି, ଚମାରି ଆଟାପଟ୍ଟୁ(ଶ୍ରୀଲଙ୍କା), ଯେମିନା ରୋଡ୍ରିଗ୍ସ, ଲିଆ ତାହୁନୁ(ନିଉଜିଲାଣ୍ଡ), ମାନସି ଜୋଶୀ, ନାଟେଲ ସ୍କିଭର(ଇଂଲଣ୍ଡ), ପୁନମ ଯାଦବ, ପ୍ରିୟା ପୁନିଆ, ରାଧା ପି ଯାଦବ, ସୋଫି ଡେଭିନ(ନିଉଜିଲାଣ୍ଡ) । କୋଚ୍- ଡବ୍ଳୁ ଭି ରମନ ।

ଟ୍ରାଏଲବ୍ଲେଜର୍ସ ଦଳ -

  • ସ୍ମୃତି ମାନ୍ଧାନା(ଅଧିନାୟକ), ଆର କଳ୍ପନା(ୱିକେଟକିପର), ଭାରତି ଫୁଲମାଲି, ଦୟାଲନ ହେମଲତା, ଦିପ୍ତି ଶର୍ମା, ହାରଲିନ ଦେଓଲ, ଯାସିଆ ଅକ୍ତର, ଝୁଲଣ ଗୋସ୍ବାମୀ, ରାଜେଶ୍ବରୀ ଗାୟାକ୍ବାଡ, ସକିରା ସଲମନ(ୱେଷ୍ଟଇଣ୍ଡିଜ), ସୋଫି ଇକ୍ଲେଷ୍ଟୋନ(ଇଂଲଣ୍ଡ), ଷ୍ଟାଫିନ ଟେଲର(ୱେଷ୍ଟଇଣ୍ଡିଜ), ସୁଜି ବେଟସ(ନିଉଜିଲାଣ୍ଡ) । କୋଚ୍- ବିଜୁ ଜର୍ଜ ।

ଭେଲୋସିଟି-

  • ମିତାଲି ରାଜ(ଅଧିନାୟକ), ଭେଦା କ୍ରିଷ୍ଣାମୂର୍ତ୍ତୀ, ସୁଶ୍ରୀ ଦିବ୍ୟାଦର୍ଶିନୀ, ଆମେଲିଆ କର(ନିଉଜିଲାଣ୍ଡ), ଡାନିୟଲ ୱାଟ (ଇଂଲଣ୍ଡ), ଦେବିକା ବୈଦ୍ୟା, ଏକତା ବିଷ୍ଟ, ହେଲି ମ୍ୟାଥୁସ(ୱେଷ୍ଟଇଣ୍ଡିଜ), ଝରଣା ଆଲାମ(ବାଲାଂଦେଶ), କୋମଲ ଝାଞ୍ଜଡ, ସାଫଲି ବର୍ମା, ଶିଖା ପାଣ୍ଡେ, ସୁଷମା ବର୍ମା । କୋଚ୍-ମମତା ମାବେନ ।

ଖେଳସୂଚୀ-

6 ମେ, 2019

ସୁପରନୋଭାସ vs ଟ୍ରାଏଲବ୍ଲେଜର୍ସ

ସୱାଇ ମାନସିଂ ଷ୍ଟାଡିୟମ, ଜୟପୁର

8 ମେ, 2019

ଟ୍ରାଏଲବ୍ଲେଜର୍ସ vs ଭେଲୋସିଟି

ସୱାଇ ମାନସିଂ ଷ୍ଟାଡିୟମ, ଜୟପୁର

9 ମେ, 2019

ସୁପରନୋଭାସ vs ଭେଲୋସିଟି

ସୱାଇ ମାନସିଂ ଷ୍ଟାଡିୟମ, ଜୟପୁର

11 ମେ, 2019

ଫାଇନାଲ– ପ୍ରଥମ ସ୍ଥାନ vs 2ୟ ସ୍ଥାନ

Intro:Body:Conclusion:
Last Updated : Apr 28, 2019, 5:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.