ETV Bharat / sports

ଫିକ୍ସିଂକୁ ନେଇ ଭାରତୀୟ କ୍ରିକେଟରଙ୍କୁ ସଚେତନ କଲା ବିସିସିଆଇ

ଭାରତୀୟ କ୍ରିକେଟରଙ୍କୁ ବିସିସିଆଇ ପକ୍ଷରୁ ଫିକ୍ସିଂ ଭଳି ଅପରାଧ ମାନସିକତା ନେଇ ସଚେତନ କରଯାଇଛି । ଏନେଇ ସୂଚନା ଦେଇଛନ୍ତି ବିସିସିଆଇର ଦୁର୍ନୀତି ନିରୋଧ ୟୁନିଟର ମୁଖ୍ୟ ଅଜିତ ସିଂ ।

author img

By

Published : Apr 20, 2020, 5:34 PM IST

BCCI ACU chief: Indian cricketers quick to report corrupt approaches
ଫିକ୍ସିଂକୁ ନେଇ ଭାରତୀୟ କ୍ରିକେଟରଙ୍କୁ ସଚେତନ କଲେ ବିସିସିଆଇ

ନୂଆଦିଲ୍ଲୀ: କୋରୋନା ଭାଇରସ ଲକଡାଉନ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଛି । ଏହି ସମୟରେ ଫିକ୍ସିଂ ଭଳି ଅପରାଧ ମାନସିକତା ବ୍ୟବସାୟୀଙ୍କଠୁ ସତର୍କ ରହିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର (ଆଇସିସି) ଦୁର୍ନୀତି ନିରୋଧ ୟୁନିସ କ୍ରିକେଟରଙ୍କୁ ପରାମର୍ଶ ଦେଇଛି ।

ସମସ୍ତ ଭାରତୀୟ କ୍ରିକେଟର ଏହି ବିଷୟରେ ସଚେତନ ଥିବେ ବୋଲି ଆଶାଥିବା କହିଛନ୍ତି ଅଜିତ ସିଂ । ଏଥିସହିତ କୌଣସି ସନ୍ଦେହଜନକ ଘଟଣା ସଂପର୍କରେ ତୁରନ୍ତ ସୂଚନା ଦେବାକୁ ସେ ଖେଳାଳିଙ୍କୁ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.