ETV Bharat / sports

ଟି-20 ବିଶ୍ବକପ ଆୟୋଜନ ନେଇ ଅଷ୍ଟ୍ରେଲିଆ କ୍ରୀଡାମନ୍ତ୍ରୀ ଆଶାବାଦୀ

ଫଟାଫଟ କ୍ରିକେଟର ମହାକୁମ୍ଭ ଟି-20 ବିଶ୍ବକପ 2020 ଅଷ୍ଟ୍ରେଲିଆରେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି ।

Australia Sports Minister hopeful of hosting T20 WC this year
ଟି-20 ବିଶ୍ବକପ ଆୟୋଜନ ନେଇ ଅଷ୍ଟ୍ରେଲିଆ କ୍ରୀଡାମନ୍ତ୍ରୀ ଆଶାବାଦୀ
author img

By

Published : Jun 12, 2020, 4:55 PM IST

ମେଲବୋର୍ଣ୍ଣ: ଟି-20 ବିଶ୍ବକପ 2020କୁ ଚର୍ଚ୍ଚା ବଢିବାରେ ଲାଗିଛି । ସମସ୍ତ କ୍ରିକେଟ ବୋର୍ଡଙ୍କ ନଜର ଆଇସିସିର ନିଷ୍ପତ୍ତି ଉପରେ ରହିଛି ।

Australia Sports Minister hopeful of hosting T20 WC this year
ଟି-20 ବିଶ୍ବକପ ଆୟୋଜନ ନେଇ ଅଷ୍ଟ୍ରେଲିଆ କ୍ରୀଡାମନ୍ତ୍ରୀ ଆଶାବାଦୀ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଟି-20 ବିଶ୍ବକପ 2020ର ଭାଗ୍ୟ ନିର୍ଦ୍ଧାରଣ ତାରିଖକୁ ଘୁଞ୍ଚାଇବା ଜାରି ରଖିଛି । ତେବେ ଏହା ମଧ୍ୟରେ ଆୟୋଜକ ଅଷ୍ଟ୍ରେଲିଆର କ୍ରୀଡାମନ୍ତ୍ରୀ ରିଚାର୍ଡ କୋଲବେକଙ୍କ ବୟାନ ଚର୍ଚ୍ଚାରେ ଉଷ୍ମତା ଭରି ଦେଇଛି ।

ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-20 ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ବୋଲି ଆଶାବାଦୀ ଅଛନ୍ତି ରିଚାର୍ଡ କୋଲବେକ ।

ଫଟାଫଟ କ୍ରିକେଟର ମହାକୁମ୍ଭ ଟି-20 ବିଶ୍ବକପ 2020 ଅଷ୍ଟ୍ରେଲିଆରେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ତେବେ ମହାମାରୀ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ସରକାର ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.