ETV Bharat / sports

କୋରୋନା ଭାଇରସ: ଅଶ୍ବୀନଙ୍କ କାଉଣ୍ଟି କ୍ରିକେଟ ଚୁକ୍ତି ବାତିଲ - ଅଶ୍ବିନଙ୍କ କାଉଣ୍ଟି କ୍ରିକେଟ ଚୁକ୍ତି ବାତିଲ

ମହାମାରୀ କୋରୋନା ଭାଇରସ ଯୋଗୁଁ କ୍ରିକେଟ ସମେତ ସମସ୍ତ କ୍ରୀଡାଜଗତ ପ୍ରଭାବିତ ହୋଇଛି । ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ କାଉଣ୍ଟି କ୍ରିକେଟ ଚୁକ୍ତି ବାତିଲ ଘୋଷଣା କରିଛି ।

Aswin's yorkshire contract cancelled due to coronavirus-included lockdown
କୋରୋନା ଭାଇରସ: ଅଶ୍ବିନଙ୍କ କାଉଣ୍ଟି କ୍ରିକେଟ ଚୁକ୍ତି ବାତିଲ
author img

By

Published : Apr 28, 2020, 11:21 AM IST

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ଯୋଗୁଁ କ୍ରିକେଟ ସମେତ ସମସ୍ତ କ୍ରୀଡାଜଗତ ପ୍ରଭାବିତ ହୋଇଛି । ବିଶ୍ବ କ୍ରିକେଟର ସମସ୍ତ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ ବନ୍ଦ ରହିଛି । ଇଂଲଣ୍ଡରେ ଜୁଲାଇ ପର୍ଯ୍ୟନ୍ତ ସମସ୍ତ ପ୍ରକାର କ୍ରିକେଟ ବାତିଲ ଘୋଷଣା ହୋଇଛି ।

କାଉଣ୍ଟି କ୍ରିକେଟ କ୍ଳବ ୟର୍କସାୟର ଦଳର 3 ଖେଳାଳିଙ୍କ ଚୁକ୍ତି ବାତିଲ କରିଥିବା ଘୋଷଣା କରିଛନ୍ତି । ଏହି 3 ଜଣ ଖେଳାଳିଙ୍କ ମଧ୍ୟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ନାମ ମଧ୍ୟ ରହିଛି । ଅନ୍ୟ ଦୁଇ ଖେଳାଲି ହେଉଠନ୍ତି ୱେଷ୍ଟଇଣ୍ଡିଜର ନିକୋଲାସ ପୋରୋନ ଓ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜ ।

ଏହି 3 ଖେଳାଳିଙ୍କ ଚୁକ୍ଚି ବାତିଲ ହୋଇଥିବା ସ୍ପଷ୍ଟ କରିଛନ୍ତି, ୟର୍କସାୟର କାଉଣ୍ଟି କ୍ରିକେଟ କ୍ଳବର ନିର୍ଦ୍ଦେଶକ ମାର୍ଟିନ ମୋକ୍ସନ । ପୂର୍ବରୁ ଅଷ୍ଟ୍ରେଲିଆ ସ୍ପିଡଷ୍ଟାର ପିଟର ସିଡିଲଙ୍କ ମଧ୍ୟ କାଉଣ୍ଟି ଚୁକ୍ଚି ବାତିଲ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.