ETV Bharat / sports

ଗାଙ୍ଗୁଲିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର - କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସୋମବାର ଉଡଲାଣ୍ଡସ ହସ୍ପିଟାଲରେ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ...

Anurag thakur meets sourav ganguly in woodlands hospital today
ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
author img

By

Published : Jan 4, 2021, 5:51 PM IST

କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସୋମବାର ଉଡଲାଣ୍ଡସ ହସ୍ପିଟାଲରେ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଗାଙ୍ଗୁଲିଙ୍କୁ ଭେଟିବା ସହ ଡାକ୍ତରୀ ଟିମଙ୍କ ସହ ବୈଠକ ପରେ ସ୍ବାସ୍ଥ୍ୟବସ୍ଥା ନେଇ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ଅନୁରାଗ ।

"କ୍ରିକେଟ ମୈଦାନରେ ଗାଙ୍ଗୁଲି ଅନେକଥର ଉତ୍ଥାନ, ପତନର ସାମ୍ନା କରିଛନ୍ତି । ମାତ୍ର ପ୍ରତିଥର ନୂଆ ବିଜେତା ଭାବେ ଉଭା ହୋଇଛନ୍ତି । ଯେତେବେଳ ମୁଁ ତାଙ୍କୁ ଭେଟିଲି, ତାଙ୍କ ମୁହଁରେ ହସ ଥିଲା ।" ସେ ସୁସ୍ଥ ଲାଗୁଛନ୍ତି ଓ ଖୁବଶୀଘ୍ର ପୂର୍ବପରି ସ୍ବାଭାବିକ କାର୍ଯ୍ୟ କରିବେ ।" ଗାଙ୍ଗୁଲିଙ୍କୁ ଭେଟିବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ଗାଙ୍ଗୁଲି ଶନିବାର ଅପରାହ୍ନ ପ୍ରାୟ 1.00 ସୁଦ୍ଧା ଛାତିରେ ଯନ୍ତ୍ରଣା, ବାନ୍ତି ଓ ମୁଣ୍ଡ ବୁଲେଇବା ନେଇ ଅନୁଭବ କରିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦିନ 11.00 ସୁଦ୍ଧା ଘରୋଇ ଜିମରେ ବ୍ୟାୟାମ କରୁଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.