ETV Bharat / sports

ଯୁବିଙ୍କୁ ଅମୁଲର ସଲାମ

କ୍ରିକେଟକୁ ଅଲବିଦା କହିଛନ୍ତି କ୍ରିକେଟ ‘ଯୁବରାଜ’ । ଏଣିକି ଆରମ୍ଭ କରିବେ ଜୀବନର ଦ୍ବିତୀୟ ଇନିଂସ । ସଭିଙ୍କ ଶୁଭେଚ୍ଛା ଓ ଶୁଭକାମନା ସହ ଅମୂଲ ମଧ୍ୟ ନିଜ ଅନ୍ଦାଜରେ ଯୁବରାଜଙ୍କୁ ଜଣାଇଛି ଶୁଭକାମନା ।

author img

By

Published : Jun 11, 2019, 9:19 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର @Amul_Coop

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି ଯୁବରାଜ ସିଂହ । 6ଟି ବଲରେ 6 ଛକା ମାରି ରେକର୍ଡ କରିଥିବା ଯୁବିଙ୍କ ନିକଟକୁ ସବୁଆଡୁ ଛୁଟୁଛି ଶୁଭେଚ୍ଛା, ଅବସର ପରବର୍ତ୍ତୀ ଜୀବନ ପାଇଁ । ଅମୂଲ କମ୍ପାନି ମଧ୍ୟ କ୍ରିକେଟ ଯୁବରାଜଙ୍କୁ ନିଜ ଅମୂଲ ଟପିକାଲ ମାଧ୍ୟମରେ ଜଣାଇଛି ଶୁଭେଚ୍ଛା ।

ଟ୍ବିଟରରେ ଏକ ପୋଷ୍ଟ କରି ଯୁବିଙ୍କ 6 ବଲରେ 6ଟି ଛକା ନେଇ ଅମୂଲ ଲେଖିଛି ‘‘ସବକେ ଛକ୍କେ ଛୁଡା ଦିଏ !’’ ସୂଚନା ଯୋଗ୍ୟ ଯେ ଅମୂଲ ଅନେକ ସମୟରେ ଏମିତି ଫଟୋ ସବୁ ମାଧ୍ୟରେ ଗୁରୁତ୍ବପୂର୍ଣ୍ଣ ଘଟଣାର ବର୍ଣ୍ଣନା କରିଥାଏ । ଯାହାକୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ଭାରତ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିଥିବା ଯୁବରାଜ ସୋମବାର କ୍ରିକେଟରୁ ଅବସର ନେବା ପରେ ଖେଳ ଜଗତ ଠାରୁ ଆରମ୍ଭ କରି ସିନେ ତାରକା ପର୍ଯ୍ୟନ୍ତ ସଭିଙ୍କ ପାଖରୁ ଯୁବରାଜଙ୍କ ସେକେଣ୍ଡ ଇନିଂସ ପାଇଁ ଆସିଛି ଶୁଭେଚ୍ଛା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

xcxc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.