ETV Bharat / sports

'କେବେ ବି ଭାବି ନଥିଲି 100ତମ ମ୍ୟାଚ ଖେଳିବି'

author img

By

Published : Nov 8, 2019, 3:24 PM IST

ବାଂଲାଦେଶ ବିପକ୍ଷରେ ଭାରତର ଟି-20 ଅଧିନାୟକ ରୋହିତ ଶର୍ମା ନିଜର  ଅନ୍ତରାଷ୍ଟ୍ରୀୟ ଟି-20 କ୍ୟାରିଅର 100ତମ ମ୍ୟାଚ ଖେଳିଛନ୍ତି। ପ୍ରଥମ ଭାରତୀୟ ଭାବେ 100ତମ ମ୍ୟାଚ ଖେଳିଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି ରୋହିତ।

cricket

ରାଜକୋଟ: ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳା ଯାଉଥିବା 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ଭାରତର ଅଧିନାୟକ ରୋହିତ ଶର୍ମା ନିଜ କ୍ୟାରିଅରର 100ତମ ଅନ୍ତରାଷ୍ଟ୍ରୀୟ ଟି-20 ମ୍ୟାଚ ଖେଳିଛନ୍ତି। ଏପରି ରେକର୍ଡ ସୃଷ୍ଟି କରିବାରେ ରୋହିତ ପ୍ରଥମ ଭାରତୀୟ କ୍ରିକେଟର ଓ ବିଶ୍ବର ଦ୍ୱିତୀୟ ଖେଳାଳି।

ତେବେ ଏହି ରେକର୍ଡ ହାସଲ ପରେ ସେ କହିଛନ୍ତି ଯେ, ମୋ କ୍ୟାରିଅରର 100ତମ ମ୍ୟାଚ ଖେଳିବି ବୋଲି କେବେ ଭାବିନଥିଲି । ମତେ ଅତୀତରୁ ନେଇ କି ଏଯାଏଁ ଯେଉଁ ସୁଯୋଗ ମିଳିଛି ସେ ପାଇଁ କୃତଜ୍ଞତା ଜ୍ଞାପନ କରୁଛି । ଡେବ୍ୟୁ କ୍ୟାରିଅର ଠାରୁ ଏଯାଏଁ ଯାତ୍ରା ବହୁତ ଲମ୍ବା ଥିଲା । ସେହି ଯାତ୍ରା ମଧ୍ୟରେ ମୁଁ ବହୁତ ଉଠାଣ-ଚଢାଣ ଦେଖିଛି । ଏବେ ମୁଁ ମୋର ଖେଳକୁ ବୁଝି ସାରିଲିଣି । ଏହି ସମୟରେ କ୍ୟାରିଅର ଯେଉଁ ସ୍ଥାନରେ ଅଛି ସେନେଇ ବହୁତ ଖୁସି ଅଛି ।

ରୋହିତଙ୍କ ଅନୁସାରେ ସେ ଟି-20 ମ୍ୟାଚ ଖେଳିବା ସମୟରେ ଖେଳକୁ ବହୁତ ଉପଭୋଗ କରନ୍ତି । ରୋହିତ ଆଇପିଏଲର ସବୁଠାରୁ ସଫଳ ଅଧିନାୟକ । ତାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ 4ଥର ଆଇପିଏଲର ଚମ୍ପିଆନ ହୋଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.