ETV Bharat / sports

2011 ବିଶ୍ବକପ ଫିକ୍ସିଂ ମାମଲା: ସାଙ୍ଗାକାରାଙ୍କ ପରେ ଜୟବର୍ଦ୍ଧନେଙ୍କୁ ଜେରା - ଜୟବର୍ଦ୍ଧନେଙ୍କୁ ଜେରା

କୁମାରା ସାଙ୍ଗାକାରାଙ୍କ ପରେ ମାହେଲା ଜୟବର୍ଦ୍ଧନେଙ୍କୁ ସୁଗାଥାଦାସା ଷ୍ଟାଡିୟମରେ କ୍ରୀଡା ମନ୍ତ୍ରଣାଳୟର ସ୍ବତନ୍ତ୍ର ତଦନ୍ତକାରୀ ଟିମ ଜେରା କରିଥିବା ଜଣାପଡିଛି ।

After Kumar Sangakkara Mahela Jayawardene questioned in Sri Lanka World Cup 2011 probe
2011 ବିଶ୍ବକପ ଫିକ୍ସିଂ ମାମଲା: ସାଙ୍ଗାକାରାଙ୍କ ପରେ ଜୟବର୍ଦ୍ଧନେଙ୍କୁ ଜେରା
author img

By

Published : Jul 3, 2020, 7:01 PM IST

କଲମ୍ବୋ: 2011 କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ ଫିକ୍ସିଂ ମାମଲାରେ ଆଉ ଜଣେ ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନଙ୍କୁ ଜେରା କରିଛି ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ।

  • Another day in the paradise. Over the last three days three former captains have been hauled up before police to give statements about match fixing in the 2011 World Cup final. Today it was MJ’s turn. pic.twitter.com/bnrumoqOjS

    — Rex Clementine (@RexClementine) July 3, 2020 " class="align-text-top noRightClick twitterSection" data=" ">

କୁମାରା ସାଙ୍ଗାକାରାଙ୍କ ପରେ ମାହେଲା ଜୟବର୍ଦ୍ଧନେଙ୍କୁ ସୁଗାଥାଦାସା ଷ୍ଟାଡିୟମରେ କ୍ରୀଡା ମନ୍ତ୍ରଣାଳୟର ସ୍ବତନ୍ତ୍ର ତଦନ୍ତକାରୀ ଟିମ ଜେରା କରିଥିବା ଜଣାପଡିଛି । ଏଥିସହିତ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି । ଜୟବର୍ଦ୍ଧନେ 2011 ବିଶ୍ବକପ ଶ୍ରୀଲଙ୍କା ଟିମର ସଦସ୍ୟ ରହିଥିଲେ । 2011 ଏପ୍ରିଲ 2ରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶତକୀୟ ଇଂନିସ ଖେଳିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.