ETV Bharat / sports

କ୍ରିକେଟରେ ଆଫଗାନ ଜଲୱା, ନମ୍ବର-1 ଅଲରାଉଣ୍ଡର ମହମ୍ମଦ ନବି

author img

By

Published : Nov 12, 2019, 11:35 AM IST

ଆଇିସିସି ଟି20 ରାଙ୍କିଙ୍ଗ ବିଶ୍ବର ନଂ 1 ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବି ।

ମହମ୍ମଦ ନବି

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟରେ ପୁଣି ଆଫଗାନିସ୍ତାନ କ୍ରିକେଟରଙ୍କ ଦବଦବା । ସଦ୍ୟ ପ୍ରକାଶିତ ଆଇିସିସି ଟି20 ରାଙ୍କିଙ୍ଗରେ ବିଶ୍ବର ନଂ 1 ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି ମହମ୍ମଦ ନବି ।

ICC T20I all-rounders
ଆଇିସିସି ଟି20 ର୍ୟାଙ୍ଗିଙ୍ଗ

ଗତ ଦିନିକିଆ ବିଶ୍ବକପ ପରେ ଆଫଗାନିସ୍ତାନର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ନବି । ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲହାସନଙ୍କ ବାସନ୍ଦ ମଧ୍ୟ ନବିଙ୍କ ପାଇଁ ଶ୍ରେଷ୍ଠ ସ୍ଥାନର ସୁଯୋଗ ସୃଷ୍ଟି କରିଛି । 2ୟ ସ୍ଥାନରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲ ରହିଛନ୍ତି । 3ୟରେ ସ୍କଟଲାଣ୍ଡ ଅଲରାଉଣ୍ଡର ରିଚାର୍ଡ ବେରିଙ୍ଗଟନ ରହିଛନ୍ତି । 4ର୍ଥରେ ବାଂଲାଦେଶ ଟି20 କ୍ୟାପଟେନ ମହମ୍ମଦୁଲ୍ଲା ରହିଛନ୍ତି ।

ତାଲିକାର ଶ୍ରେଷ୍ଠ 10 ଅଲରାଉଣ୍ଡର ମଧ୍ୟରେ 2 ଆୟରଲାଣ୍ଡ କ୍ରିକେଟର, ଜିମ୍ବାୱେ, ଓମାନ କେନିୟା ଓ ୟୁଏଇର ଜଣେ ଲେଖାଏଁ ଖେଳାଳି ରହିଛନ୍ତି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ କୌଣସି ଭାରତୀୟ କ୍ରିକେଟର, ଅଲରାଉଣ୍ଡର ତାଲିକାର ଶ୍ରେଷ୍ଠ 10 ମଧ୍ୟରେ ସ୍ଥାନ ପାଇନାହାଁନ୍ତି ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.