ETV Bharat / sports

ଇଂଲଣ୍ଡ ଟେଷ୍ଟ ଟିମରେ ନିଜ ସ୍ଥାନ ପକ୍କା କରି ପାରନ୍ତି ଆଦିଲ: ଚୟନକର୍ତ୍ତା ସ୍ମିଥ

ଇଂଲଣ୍ଡ ଟିମର ଚୟନକର୍ତ୍ତା ଏଡ ସ୍ମିଥଙ୍କ ମତରେ ସ୍ପିନର ଆଦିଲ ରାଶିଦ ଟେଷ୍ଟ ଟିମରେ ସ୍ଥାନ ସଂରକ୍ଷିତ କରିପାରନ୍ତି ।

ଇଂଲଣ୍ଡ ଟେଷ୍ଟ ଟିମରେ ନିଜ ସ୍ଥାନ ପକ୍କା କରି ପାରନ୍ତି ଆଦିଲ: ଚୟନକର୍ତ୍ତା ସ୍ମିଥ
ଇଂଲଣ୍ଡ ଟେଷ୍ଟ ଟିମରେ ନିଜ ସ୍ଥାନ ପକ୍କା କରି ପାରନ୍ତି ଆଦିଲ: ଚୟନକର୍ତ୍ତା ସ୍ମିଥ
author img

By

Published : Aug 20, 2020, 8:24 PM IST

ଲଣ୍ଡନ: ଇଂଲଣ୍ଡ ଟିମର ଚୟନକର୍ତ୍ତା ଏଡ ସ୍ମିଥଙ୍କ ମତରେ ସ୍ପିନର ଆଦିଲ ରାଶିଦ ଟେଷ୍ଟ ଟିମରେ ସ୍ଥାନ ସଂରକ୍ଷିତ କରି ପାରନ୍ତି ।

ଚୟନକର୍ତ୍ତା ସମତି କହିଛି ଯେ, ଆଦିଲ ଆହତ ପରେ ତାଙ୍କର ହ୍ବାଇଟ ବଲ କ୍ରିକେଟରେ ଫର୍ମ ଭଲ ରହିଛି । ତାଙ୍କର ପରିଶ୍ରମ ସମସ୍ତେ ଦେଖିଛୁ ।

ସ୍ମିଥ କହିଛନ୍ତି, ସେ ସୁସ୍ଥ ହୋଇ ଫେରିଛନ୍ତି । 10ଓଭର ଓ 100 ଓଭର ବୋଲିଂ ମଧ୍ୟରେ ପାର୍ଥକ୍ୟ ଅଛି । ଏବେ ବି ସେ ଫିଟ ଉପରେ କାମ କରୁଛନ୍ତି । କିନ୍ତୁ ମତେ ଲାଗୁଛି ଆଦିଲ ଏବେ ବି ସମସ୍ତ ଫର୍ମାଟ ପାଇଁ ଖେଳିବେ ।

ସୂଚନାଥାଉକି, 2019ରେ ଦିନିକିଆ ସିରିଜ ଖେଳିବା ସମୟରେ ଆହତ ହୋଇଥିଲେ । ରାଶିଦ ଏବେ ଆର୍ୟଲାଣ୍ଡ ବିପକ୍ଷରେ ବୋଲିମ କରିଥଲେ । 28ଅଗଷ୍ଟରୁ ପାକିସ୍ତାନ ବିପକ୍ଷରେ ମଧ୍ୟ ଦଳ ପାଇଁ ଖେଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.