ETV Bharat / sports

କେଏଲ ରାହୁଲଙ୍କୁ 'ଥାଲା' କହିଲେ ଫ୍ୟାନ୍ସ, ଜବାବ ଦେଲେ ରାହୁଲ

author img

By

Published : Oct 20, 2020, 12:06 PM IST

ରବିବାର ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା । ପ୍ରଥମ ସୁପରଓଭରରେ ମୁମ୍ବାଇକୁ 6ଓଭରରେ 6ରନ୍‌ ସଂଗ୍ରହ କରିବାର ଥିଲା । ସାମିଙ୍କ ଦମଦାର ବୋଲିଂ ଫଳରେ ମୁମ୍ବାଇକୁ ଅନ୍ତିମ ବଲ୍‌ରେ 2ରନ କରିବାର ଥିଲା । ସେହି ବଲ୍‌ରେ ଓ୍ବିକେଟକିପର କେଏଲ ରାହୁଲ ଡିକକ୍‌ଙ୍କୁ ରନ ଆଉଟ୍‌ କରିଥିଲେ ।

କେଏଲ ରାହୁଲଙ୍କୁ 'ଥାଲା' କହିଲେ ଫ୍ୟାନ୍ସ, ଜବାବ ଦେଲେ ରାହୁଲ
କେଏଲ ରାହୁଲଙ୍କୁ 'ଥାଲା' କହିଲେ ଫ୍ୟାନ୍ସ, ଜବାବ ଦେଲେ ରାହୁଲ

ହାଇଦ୍ରାବାଦ: କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ କେଏଲ ରାହୁଲ ଏବେ ଫ୍ୟାନ୍ସଙ୍କ ଦିଲ୍‌ରେ ରାଜ୍‌ କରୁଛନ୍ତି । ଚଳିତ ସିଜନରେ ସେ ଭଲ ଫର୍ମରେ ରହିଛନ୍ତି । ତାଙ୍କର ବ୍ୟାଟିଂ ଓ ଓ୍ବିକେଟକିପିଙ୍ଗରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ଏଯାଏଁ 75 ଆଭରେଜ ଓ 135.65ର ଷ୍ଟ୍ରାଇକରେଟ୍‌ ସହ 525ରନ ସଂଗ୍ରହ କରିଛନ୍ତି । କିନ୍ତୁ ତାଙ୍କ ଟିମ ମାତ୍ର 3ଟି ମ୍ୟାଚରେ ବିଜୟ ହାସଲ କରିଛି ।

ରବିବାର ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା । ଏଥିରେ ଡବଲ ସୁପରଓଭରରେ ପଞ୍ଜାବ ବିଜୟ ହାସଲ କରିଥିଲା । ତେବେ ଏହି ମ୍ୟାଚର ପ୍ରଥମ ସୁପରଓଭରରେ ମୁମ୍ବାଇକୁ 6ଓଭରରେ 6ରନ୍‌ ସଂଗ୍ରହ କରିବାର ଥିଲା । ସାମିଙ୍କ ଦମଦାର ବୋଲିଂ ଫଳରେ ମୁମ୍ବାଇକୁ ଅନ୍ତିମ ବଲ୍‌ରେ 2ରନ କରିବାର ଥିଲା । ସେହି ବଲ୍‌ରେ ଓ୍ବିକେଟକିପର କେଏଲ ରାହୁଲ ଡିକକ୍‌ଙ୍କୁ ରନ ଆଉଟ୍‌ କରିଥିଲେ ।

ଧୋନି ଓ କେଏଲ ରାହୁଲ

ରାହୁଲଙ୍କ ଏହି ଅନ୍ଦାଜ ଦେଖି ରାହୁଲଙ୍କ ଜଣେ ଫ୍ୟାନ୍ସ ତାଙ୍କୁ ମେରା 'ଥାଲା' କହିଥିଲେ । ଏହାର ଜବାବରେ ରାହୁଲ କହିଥିଲେ, ଜଣେ ହିଁ ଥାଲା ଅଛନ୍ତି । ସେ କିଏ ସମସ୍ତଙ୍କୁ ଜଣା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.