ETV Bharat / sports

6 ଛକା ମାରିଥିବା ବୋଲରଙ୍କୁ ଲିଜେଣ୍ଡ କହିଲେ ଯୁବରାଜ

author img

By

Published : Jul 29, 2020, 10:42 PM IST

ଉଲ୍ଲେଖଥାଉ କି, ଡର୍ବାନରେ 2007 ଆଇସିସି ୱାର୍ଲ୍ଡ ଟି -20ରେ ଷ୍ଟୁଆର୍ଟ ବ୍ରଡଙ୍କୁ 6 ବଲରେ 6 ଛକା ମାରିଥିଲେ ଯୁବରାଜ ।

500-test-wickets-is-no-joke-broad-you-are-a-legend-yuvraj
6 ଛକା ମାରିଥିବା ବୋଲଙ୍କୁ ଲିଜେଣ୍ଡ କହିଲେ ଯୁବରାଜ

ହାଇଦ୍ରାବାଦ: ଟେଷ୍ଟ କ୍ରିକେଟରେ 500 ୱିକେଟ୍ ହାସଲ ବିଶ୍ବର ସପ୍ତମ ବୋଲର ବନିଛନ୍ତି ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡ । ତେବେ ବ୍ରଡଙ୍କ ଏହି ସଫଳତା ପରେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ । 500 ଟେଷ୍ଟ ୱିକେଟ କୌଣସି ମଜାକ୍‌ ନୂହେଁ, ବରଂ ବ୍ରଡ ଜଣେ ଲିଜେଣ୍ଟ ବୋଲି କହିଛନ୍ତି ଯୁବରାଜ ।

ଯୁବରାଜ ଏକ ଟ୍ବିଟ କରି ଲେଖିଛନ୍ତି, ‘ପ୍ରତ୍ୟେକ ଥର ମୁଁ ଷ୍ଟୁଆର୍ଟ ବ୍ରଡଙ୍କ ବିଷୟରେ କିଛି ଲେଖିବା ବେଳେ ତାକୁ ଲୋକମାନେ ସେହି 6 ଛକା ସହ ଜଡିତ କରିଦିଅନ୍ତି । ମାତ୍ର ଆଜି ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଯେ ସେ ଯାହା ହାସଲ କରିଛନ୍ତି । ତାହା ଅକଳ୍ପନୀୟ । 500 ଟେଷ୍ଟ ୱିକେଟ୍ କୌଣସି ମଜାକ୍‌ ନୁହେଁ । ଏଥି ପାଇଁ ଏହା କଠିନ ପରିଶ୍ରମ ଓ ନିଷ୍ଠା ଆବଶ୍ୟକ ହୁଏ । ବ୍ରଡ ତୁମେ କିମ୍ବଦନ୍ତୀ ପାଲଟିଗଲ ।

ଉଲ୍ଲେଖଥାଉ କି, ଡର୍ବାନରେ 2007 ଆଇସିସି ୱାର୍ଲ୍ଡ ଟି -20ରେ ଷ୍ଟୁଆର୍ଟ ବ୍ରଡଙ୍କୁ 6 ବଲରେ 6 ଛକା ମାରିଥିଲେ ଯୁବରାଜ ।

ହାଇଦ୍ରାବାଦ: ଟେଷ୍ଟ କ୍ରିକେଟରେ 500 ୱିକେଟ୍ ହାସଲ ବିଶ୍ବର ସପ୍ତମ ବୋଲର ବନିଛନ୍ତି ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡ । ତେବେ ବ୍ରଡଙ୍କ ଏହି ସଫଳତା ପରେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ । 500 ଟେଷ୍ଟ ୱିକେଟ କୌଣସି ମଜାକ୍‌ ନୂହେଁ, ବରଂ ବ୍ରଡ ଜଣେ ଲିଜେଣ୍ଟ ବୋଲି କହିଛନ୍ତି ଯୁବରାଜ ।

ଯୁବରାଜ ଏକ ଟ୍ବିଟ କରି ଲେଖିଛନ୍ତି, ‘ପ୍ରତ୍ୟେକ ଥର ମୁଁ ଷ୍ଟୁଆର୍ଟ ବ୍ରଡଙ୍କ ବିଷୟରେ କିଛି ଲେଖିବା ବେଳେ ତାକୁ ଲୋକମାନେ ସେହି 6 ଛକା ସହ ଜଡିତ କରିଦିଅନ୍ତି । ମାତ୍ର ଆଜି ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଯେ ସେ ଯାହା ହାସଲ କରିଛନ୍ତି । ତାହା ଅକଳ୍ପନୀୟ । 500 ଟେଷ୍ଟ ୱିକେଟ୍ କୌଣସି ମଜାକ୍‌ ନୁହେଁ । ଏଥି ପାଇଁ ଏହା କଠିନ ପରିଶ୍ରମ ଓ ନିଷ୍ଠା ଆବଶ୍ୟକ ହୁଏ । ବ୍ରଡ ତୁମେ କିମ୍ବଦନ୍ତୀ ପାଲଟିଗଲ ।

ଉଲ୍ଲେଖଥାଉ କି, ଡର୍ବାନରେ 2007 ଆଇସିସି ୱାର୍ଲ୍ଡ ଟି -20ରେ ଷ୍ଟୁଆର୍ଟ ବ୍ରଡଙ୍କୁ 6 ବଲରେ 6 ଛକା ମାରିଥିଲେ ଯୁବରାଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.