ETV Bharat / sports

ଆଇପିଏଲ 2020: 20 କୋଟି ଦର୍ଶକ ଦେଖିଛନ୍ତି ଉଦଘାଟନୀ ମ୍ୟାଚ

author img

By

Published : Sep 22, 2020, 11:01 PM IST

ବାର୍କ ରେଟିଂ ଅନୁସାରେ ଚଳିତ ବର୍ଷର ଆଇପିଏଲ ଉଦଘାଟନୀ ମ୍ୟାଚକୁ 20 କୋଟି ଦର୍ଶକ ଦେଖିଥିବା କହିଛନ୍ତି ବିସିସିଆଇ ସଚିବ ଜୟ ଶାହା ।

ଆଇପିଏଲ 2020: 20 କୋଟି ଦର୍ଶକ ଦେଖିଛନ୍ତି ଉଦଘାଟନୀ ମ୍ୟାଚ
ଆଇପିଏଲ 2020: 20 କୋଟି ଦର୍ଶକ ଦେଖିଛନ୍ତି ଉଦଘାଟନୀ ମ୍ୟାଚ

ମୁମ୍ବାଇ: ବିଦେଶ ମାଟିରୁ ଆଇପିଏଲକୁ ମିଳିଛି ଲୋକପ୍ରିୟତା । ବାର୍କ ରେଟିଂ ଅନୁସାରେ ଚଳିତ ବର୍ଷର ଆଇପିଏଲ ଉଦଘାଟନୀ ମ୍ୟାଚ 20 କୋଟି ଦର୍ଶକ ଦେଖିଥିବା କହିଛନ୍ତି ବିସିସିଆଇ ସଚିବ ଜୟ ଶାହା ।

ସୂଚନାଥାଉ କି, ଗତ ଶନିବାର ୟୁଏଇର ଆବୁଧାବି ଷ୍ଟାଡିୟମର ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିଥିଲା ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ । ଯେଉଁଠାରେ 5 ୱିକେଟରେ ବିଜୟୀ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ ।

ତେବେ ଆଜି ଟ୍ବିଟ କରି ସଚିବ ଜୟ ଶାହା କହିଛନ୍ତି, ଡ୍ରିମ 11 ଆଇପିଏଲ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ବାର୍କର ଗଣନା ଅନୁସାରେ ଓଟିଟି ପ୍ଲାଟଫର୍ମ ଓ ଟେଲିଭିଜନ ଚ୍ୟାନେଲକୁ ମିଶାଇ ଉଦଘାଟନୀ ମ୍ୟାଚକୁ 20 କୋଟି ଦର୍ଶକ ଦେଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.