ETV Bharat / sports

କୋରୋନା ସଂକଟରେ ଭାରତ, ସମବେଦନା ଜଣାଇଲେ ପାକିସ୍ତାନୀ କ୍ୟାପଟେନ

author img

By

Published : Apr 26, 2021, 10:49 PM IST

ପାକିସ୍ତାନ କ୍ୟାପଟେନ ବାବାର ଆଜମ କୋରୋନା ଭାଇରସ ସଂକଟରେ ଥିବା ଭାରତୀୟ ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଅଧିକ ପଢନ୍ତୁ...

COVID-19: Prayers with people of India in these catastrophic times, says Babar Azam
କୋରୋନା ସଂକଟରେ ଭାରତ, ସମବେଦନା ଜଣାଇଲେ ପାକିସ୍ତାନୀ କ୍ୟାପଟେନ

ନୂଆଦିଲ୍ଲୀ: ପାକିସ୍ତାନ କ୍ୟାପଟେନ ବାବାର ଆଜମ କୋରୋନା ଭାଇରସ ସଂକଟରେ ଥିବା ଭାରତୀୟ ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ କୋଭିଡର ସମସ୍ତ ଗାଇଡଲାଇନ ପାଳନ କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ।

  • Prayers with the people of India in these catastrophic times. It's time to show solidarity and pray together. I also request all the people out there to strictly follow SOPs, as it's for our safety only. Together we can do it. #StayStrong pic.twitter.com/YCLb13ITlO

    — Babar Azam (@babarazam258) April 26, 2021 " class="align-text-top noRightClick twitterSection" data=" ">

ଶ୍ରୀଲଙ୍କା ଟେଷ୍ଟ କ୍ୟାପଟେନ ଦିମୁଥ କରୁଣାରତ୍ନେ ମଧ୍ୟ ଭାରତୀୟମାନେ ସାମ୍ନା କରୁଥିବା ଏପରି କଠିନ ସମୟରେ ସମବେଦନା ଜଣାଇଛନ୍ତି ।

ପୂର୍ବରୁ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ପାକିସ୍ତାନୀ ଫ୍ୟାନ୍ସଙ୍କୁ ଭାରତୀୟ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ ଅପିଲ କରିଥିଲେ ।

ଭାରତରେ କୋଭିଡ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଗତ 24 ଘଣ୍ଟାରେ ଦୈନିକ ସଂକ୍ରମଣ 3.52 ଲକ୍ଷ୍ୟ ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଛି । ଦେଶରେ ମହାମାରୀ ଚିହ୍ନଟ ହେବା ପରଠାରୁ ଏହା ସର୍ବାଧିକ ଦୈନିକ ସଂକ୍ରମଣ ସଂଖ୍ୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.