ନୂଆଦିଲ୍ଲୀ: ପାକିସ୍ତାନ କ୍ୟାପଟେନ ବାବାର ଆଜମ କୋରୋନା ଭାଇରସ ସଂକଟରେ ଥିବା ଭାରତୀୟ ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ କୋଭିଡର ସମସ୍ତ ଗାଇଡଲାଇନ ପାଳନ କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ।
-
Prayers with the people of India in these catastrophic times. It's time to show solidarity and pray together. I also request all the people out there to strictly follow SOPs, as it's for our safety only. Together we can do it. #StayStrong pic.twitter.com/YCLb13ITlO
— Babar Azam (@babarazam258) April 26, 2021 " class="align-text-top noRightClick twitterSection" data="
">Prayers with the people of India in these catastrophic times. It's time to show solidarity and pray together. I also request all the people out there to strictly follow SOPs, as it's for our safety only. Together we can do it. #StayStrong pic.twitter.com/YCLb13ITlO
— Babar Azam (@babarazam258) April 26, 2021Prayers with the people of India in these catastrophic times. It's time to show solidarity and pray together. I also request all the people out there to strictly follow SOPs, as it's for our safety only. Together we can do it. #StayStrong pic.twitter.com/YCLb13ITlO
— Babar Azam (@babarazam258) April 26, 2021
ଶ୍ରୀଲଙ୍କା ଟେଷ୍ଟ କ୍ୟାପଟେନ ଦିମୁଥ କରୁଣାରତ୍ନେ ମଧ୍ୟ ଭାରତୀୟମାନେ ସାମ୍ନା କରୁଥିବା ଏପରି କଠିନ ସମୟରେ ସମବେଦନା ଜଣାଇଛନ୍ତି ।
ପୂର୍ବରୁ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ପାକିସ୍ତାନୀ ଫ୍ୟାନ୍ସଙ୍କୁ ଭାରତୀୟ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ ଅପିଲ କରିଥିଲେ ।
ଭାରତରେ କୋଭିଡ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଗତ 24 ଘଣ୍ଟାରେ ଦୈନିକ ସଂକ୍ରମଣ 3.52 ଲକ୍ଷ୍ୟ ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଛି । ଦେଶରେ ମହାମାରୀ ଚିହ୍ନଟ ହେବା ପରଠାରୁ ଏହା ସର୍ବାଧିକ ଦୈନିକ ସଂକ୍ରମଣ ସଂଖ୍ୟା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ