ETV Bharat / sports

ବାଲାଂଦେଶ ବନାମ ଶ୍ରୀଲଙ୍କା: ଯୋଜନା ଅନୁଯାୟୀ ଖେଳାଯିବ ମ୍ୟାଚ - କୋଭିଡ

ଯୋଜନା ଅନୁଯାୟୀ ବାଲାଂଦେଶ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଅଧିକ ପଢନ୍ତୁ...

ବାଙ୍ଗଲାଦେଶ ବନାମ ଶ୍ରୀଲଙ୍କା
ବାଙ୍ଗଲାଦେଶ ବନାମ ଶ୍ରୀଲଙ୍କା
author img

By

Published : May 23, 2021, 3:03 PM IST

ଢାକା: ଯୋଜନା ଅନୁଯାୟୀ ବାଲାଂଦେଶ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ମ୍ୟାଚ ପୂର୍ବରୁ ଶ୍ରୀଲଙ୍କାର ଦୁଇ ଖେଳାଳୀ ଜଣେ କୋଚ କୋଭିଡରେ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ଆସିଥିଲା । ମ୍ୟାଚ ନ ହେବା ନେଇ ଆଶଙ୍କା ଦେଖା ଦେଇଥିଲା । ମାତ୍ର ଯୋଜନା ଅନୁଯାୟୀ ମ୍ୟାଚ ଖେଳାଯିବ ବୋଲି ସୂଚନା ମିଳଛି ।

ଦ୍ବିତୀୟ ଆରଟିପିସିଆର ପରୀକ୍ଷା ପରେ ଦୁଇଜଣ ଖେଳାଳୀଙ୍କ ରିପୋର୍ଟ ନେଗେରିଭ ଆସିଥିଲା । କେବଳ ଜଣେ ଖେଳାଳୀଙ୍କର ପଜିଟିଭ ରିପୋର୍ଟ ଆସିଥିଲା । ଫଳ ସୂରୁପ ମ୍ୟାଚ ହେବା ନେଇ ଉପୁଜିଥିବା ଦ୍ବନ୍ଦର ସମାଧାନ ହୋଇଛି । ଯୋଜନା ଅନୁସାରେ ମ୍ୟାଚ ହେବ ବୋଲି ସୂଚନା ମିଳିଛି । ଟସ ପଡିବାର 90 ମିନିଟ ପୂର୍ବରୁ ଦୁଇଜଣ ଖେଳାଳୀଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଥିଲା ।

ବାଲାଂଦେଶ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ମ୍ୟାଚ ୱାର୍ଲ୍ଡ କପ ସୁପର ଲିଗର ଅଂଶ । ଶ୍ରୀଲଙ୍କା ଦଳ ମେ 16ରେ ଢାକାରେ ପହଞ୍ଚିଛି । ଏହା ପରେ ଦଳ ତିନିଦିନ କ୍ବାରେଣ୍ଟାଇନରେ ରହିଥିଲେ । ମ୍ୟାଚ ମେ 28ତାରିଖରେ ଶେଷ ହେବ । ଆଇସିସି ୱାର୍ଲ୍ଡ କପ ଉର୍ତ୍ତୀର୍ଣ୍ଣ ପାଇଁ ଏହା ବାଲାଂଦେଶ ତୃତୀୟ ଦିନିକିଆ ସିରିଜ । ୱେଷ୍ଟଇଣ୍ଡିଜକୁ 3-0ରେ ହରାଇ ବାଲାଂଦେଶ ଦିନିକିଆରେ ଷଷ୍ଠ ସ୍ଥାନରେ ରହିଛି । ନିକଟରେ ବାଲାଂଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଖେଳାଯାଇଥିଲା । 209 ରନରେ ଶ୍ରୀଲଙ୍କା ବାଲାଂଦେଶକୁ ପରାସ୍ତ କରିଥିଲା ।

@Ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.