ETV Bharat / sports

1000th ODI: ଚହଲ ଚମତ୍କାର, ଭାରତ ସାମ୍ନାରେ ଟାର୍ଗେଟ ୧୭୭ - ୟୁଜଭେନ୍ଦ୍ର ଚହଲ ୧୦୦ ୱିକେଟ

ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ୪୩.୫ ଓଭରରେ ମାତ୍ର ୧୭୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି । ଫଳରେ ଭାରତ ସାମ୍ନାରେ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ

1000th ODI: india bundle out west indies for 176 runs
1000th ODI: ଚହଲ ଚମତ୍କାର, ଭାରତ ସାମ୍ନାରେ ଟାର୍ଗେଟ ୧୭୭
author img

By

Published : Feb 6, 2022, 5:11 PM IST

Updated : Feb 6, 2022, 5:39 PM IST

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ODI ମ୍ୟାଚ୍‌ । ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ୪୩.୫ ଓଭରରେ ମାତ୍ର ୧୭୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି । ଫଳରେ ଭାରତ ସାମ୍ନାରେ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ୱେଷ୍ଟଇଣ୍ଡିଜ ପକ୍ଷରୁ ଅଲରାଉଣ୍ଡର ଜେସନ ହୋଲ୍ଡର ସର୍ବାଧକ ୫୭ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଫାବିଏନ ଆଲେନ ୨୯ ଓ ନିକୋଲାସ ପୋରୋନ ୧୮ ରନ୍‌ର ଯୋଗଦାନ କରିଛନ୍ତି । ତେବେ ଅନ୍ୟ କୌଣସି ବ୍ୟାଟ୍‌ର ସଫଳ ହୋଇନଥିଲେ । କ୍ୟାପେଟନ କାଇରନ ପୋଲାର୍ଡ ଖାତା ଖୋଲିବା ପୂର୍ବରୁ ପାଭିଲିଅନ ଫେରିଥିଲେ ।

ଅନ୍ୟପଟେ ୧୦୦୦ତମ ଦିନିକିଆ ମ୍ୟାଚ୍‌ ଖେଳୁଥିବା ଟିମ ଇଣ୍ଡିଆ ପକ୍ଷରୁ ଦୁଇ ସ୍ପିନର ୟୁଜଭେନ୍ଦ୍ର ଚହଲ ଓ ୱାସିଂଟନ ସୁନ୍ଦର କମାଲ କରିଥିଲେ । ଘାତକ ବୋଲିଂ ସହ ଚହଲ ସର୍ବାଧିକ ୪ଟି ଓ ସୁନ୍ଦର ୩ଟି ୱିକେଟ ହାତେଇଥିଲେ ।

Last Updated : Feb 6, 2022, 5:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.