ETV Bharat / sports

ସିନ୍ଧୁଙ୍କ 'ଆଇ ରିଟାୟର ଟ୍ବିଟ', ଛୋଟିଆ ଝଟକା କହିଲେ କ୍ରୀଡାମନ୍ତ୍ରୀ - I Retire tweet

କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜ୍ଜୁ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କ 'ଆଇ ରିଟାୟର' ଟ୍ବିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

You gave a mini shock: Rijiju on PV Sindhu's cryptic 'I Retire' tweet
ସିନ୍ଧୁଙ୍କ 'ଆଇ ରିଟାୟର ଟ୍ବିଟ', ଛୋଟିଆ ଝଟକା କହିଲେ କ୍ରୀଡାମନ୍ତ୍ରୀ
author img

By

Published : Nov 2, 2020, 5:24 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜ୍ଜୁ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କ 'ଆଇ ରିଟାୟର' ଟ୍ବିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ବିଶ୍ବ ଚମ୍ପିଆନ ସିନ୍ଧୁଙ୍କ ଉଦ୍ଦେଶ୍ୟରେ ରିଜଜୁ ଟ୍ବିଟ କରିଛନ୍ତି, " ତୁମେ ବାସ୍ତବରେ ଏକ ଝଟକା(ମିନି ଶକ୍) ଦେଇଛ । ତୁମର ପ୍ରତିବଦ୍ଧତାର ଶକ୍ତି ଉପରେ ଅତୁଟ ଭରଷା ରହିଛି । ଶକ୍ତିଶାଳୀ ଭାବେ ଅନେକ ଭାରତୀୟ ପ୍ରତିଭାଙ୍କ ପାଇଁ ପ୍ରେରଣା ହେବ ବୋଲି ବିଶ୍ବାସ ।"

  • You actually gave a mini shock @Pvsindhu1 but I had unflinching faith in your power of determination. I'm sure you have the strength and stamina to bring many more laurels for India 🇮🇳! https://t.co/D4VIT7Poyv

    — Kiren Rijiju (@KirenRijiju) November 2, 2020 " class="align-text-top noRightClick twitterSection" data=" ">

2018 ରାଜ୍ୟଗୋଷ୍ଠୀ କ୍ରୀଡା ଓ 2018 ଏସିଆନ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ସିନ୍ଧୁ। ସିନ୍ଧୁଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧି ଖେଳ ରତ୍ନ, ପଦ୍ମଶ୍ରୀ ଓ ପଦ୍ମଭୁଷଣ ପୁରସ୍କାର ମିଳିଛି ।

ଗତ ବର୍ଷ ସେ BWF ବିଶ୍ବ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ବିଜେତା ହୋଇ ଇତିହାସ ରଚିଛନ୍ତି । ସିନ୍ଧୁ ଏକମାତ୍ର ଭାରତୀୟ ସର୍ଟଲର ଭାବେ ଅଲମ୍ପିକ୍ସରେ ରୌପ୍ୟ ପଦକ ବିଜେତା ହୋଇଛନ୍ତି ।

ସିନ୍ଧୁ ସୋମବାର ଡେନମାର୍କ ଓପନ ଶେଷ ଟୁର୍ଣ୍ଣାମେଣ୍ଟ ଥିଲା, ଯେଉଁଥିରେ ଅବସର ନେଇଥିଲେ ବୋଲି ଟ୍ବିଟ କରିଥିଲେ । ଏହାପରେ ପେଷାଦାର ବ୍ୟାଡମିଣ୍ଟନରୁ 25 ବର୍ଷୀୟା ସିନ୍ଧୁ ସନ୍ୟାସ ନେଇଥିବା ଭ୍ରମ ଫ୍ୟାନ୍ସଙ୍କ ମଧ୍ୟରେ ଖେଳିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.