ETV Bharat / sports

କୋରୋନା ସହାୟତା: 4ଲକ୍ଷ ଦାନ କଲେ ସର୍ଟଲର ସାଇ ପ୍ରଣୀତ - ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ

କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଛନ୍ତି ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ ବ୍ରୋଞ୍ଜ ବିଜେତା ସାଇ ପ୍ରଣୀତ । ପ୍ରଧାନମନ୍ତ୍ରୀ କେଆରସ ଫଣ୍ଡକୁ 3 ଲକ୍ଷ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 1 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

Sai Praneeth donates
କୋରୋନା ସହାୟତା: 4ଲକ୍ଷ ଦାନ କଲେ ସର୍ଟଲର ସାଇ ପ୍ରଣୀତ
author img

By

Published : Apr 9, 2020, 3:37 PM IST

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଛନ୍ତି ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ ବ୍ରୋଞ୍ଜ ବିଜେତା ସାଇ ପ୍ରଣୀତ । ପ୍ରଧାନମନ୍ତ୍ରୀ କେଆରସ ଫଣ୍ଡକୁ 3 ଲକ୍ଷ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 1 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ସାଇ ପ୍ରଣୀତ ।

ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଭାରତତର ଏହି ଯୁବ ବ୍ୟାଡମିଣ୍ଟନ ଷ୍ଟାର । ପୂର୍ବରୁ କୋଚ ପୁଲେଲା ଗୋପୀଚାନ୍ଦ, ଅଲମ୍ପିକ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ଓ ପାରୁପଲ୍ଲୀ କଶ୍ୟପ ସହାୟତା ରାଶି ପ୍ରଦାନ କରିଛନ୍ତି ।

ମହାମାରୀ କୋରୋନା ଭାଇରସରେ ବିଶ୍ବରେ 80000ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା 5000 ଟପିଥିବାବେଳେ, ପ୍ରାୟ 150 ଲୋକଙ୍କ ଜୀବନ ଚାଲିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.