ETV Bharat / sports

BWF ଟୁର ଫାଇନାଲ: ପିଭି ସିନ୍ଧୁ ଏକମାତ୍ର ଭାରତୀୟ ସାମିଲ - ପିଭି ସିନ୍ଧୁ ଯୋଗ୍ୟତା ହାସଲ

BWF ଟୁର ଫାଇନାଲ ପାଇଁ ଏକମାତ୍ର ଭାରତୀୟ ଖେଳାଳି ଭାବେ ଯୋଗ୍ୟତା ହାସଲ କରିଛନ୍ତି ପିଭି ସିନ୍ଧୁ ।

ପିଭି ସିନ୍ଧୁ
ପିଭି ସିନ୍ଧୁ
author img

By

Published : Dec 2, 2019, 10:57 PM IST

ହାଇଦ୍ରାବାଦ: BWF ଟୁର ଫାଇନାଲ ପାଇଁ ଏକମାତ୍ର ଭାରତୀୟ ଖେଳାଳି ଭାବେ ଯୋଗ୍ୟତା ହାସଲ କରିଛନ୍ତି ପିଭି ସିନ୍ଧୁ । ଡିସେମ୍ବର 11ରୁ ଏହି ହାଇପ୍ରୋଫାଇଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

2019 ୱାର୍ଲ୍ଡ ଚମ୍ପିଆନସିପ ଟାଇଟଲକୁ ବାଦ ଦେଲେ ସିନ୍ଧୁଙ୍କ ପ୍ରଦର୍ଶନ ଖରାପ ରହିଥିଲା । ତେବେ BWF ଟୁର ଫାଇନାଲ ଯୋଗ୍ୟତା ହାସଲ କରିଥିବା ଖେଳାଳିଙ୍କ ନାମ ସ୍ପଷ୍ଟ ହୋଇଛି । ଏହି ତାଲିକାରେ କେବଳ ସିନ୍ଧୁଙ୍କ ନାମ ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା 40ଜଣ ଖେଳାଳିଙ୍କ ମଧ୍ୟରେ ସିନ୍ଧୁ 15ନଂ ସ୍ଥାନରେ ରହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.