ETV Bharat / sports

ଓରଲିନସ ମାଷ୍ଟର୍ସ: କ୍ବାର୍ଟରରେ କିଦାମ୍ବୀ ଶ୍ରୀକାନ୍ତ

ଭାରତୀୟ ଷ୍ଟାର ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ ଗୁରୁବାର ଓରଲିନସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 25, 2021, 10:52 PM IST

Orleans Masters: Kidambi Srikanth marches to quarters
ଓରଲିନସ ମାଷ୍ଟର୍ସ: କ୍ବାର୍ଟରରେ କିଦାମ୍ବୀ ଶ୍ରୀକାନ୍ତ

ପ୍ୟାରିସ: ଭାରତୀୟ ଷ୍ଟାର ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ ଗୁରୁବାର ଓରଲିନସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।

ଶ୍ରୀକାନ୍ତ ମାଲେସିଆର ଚେମ ଜୁନ ୱେଇଙ୍କୁ 21-17 ଓ 22-20ର ସିଧା ସେଟ୍‌ରେ ହରାଇ କ୍ବାର୍ଟରକୁ ଉନ୍ନୀତ ହୋଇଛନ୍ତି । 46 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀକାନ୍ତ ସଂପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରିବା ସହ ଏକତରଫା ବିଜୟ ହାସଲ କରିଥିଲେ ।

ଅନ୍ୟପଟେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ଅର୍ଜୁନ ଏମଆର ଓ ଧ୍ରୁବ କପିଲା ମଧ୍ୟ ଇଂଲଣ୍ଡ ଯୋଡିଙ୍କୁ ହରାଇ 21-11 ଓ 21-12ରେ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.