ETV Bharat / sports

ଇଟିଭି ଭାରତରେ ଭାରତର ଯୁବ ବ୍ୟାଡମିଣ୍ଟନ ଷ୍ଟାର ଚିରାଗ ସେଟ୍ଟି - chirag shetty

ଇଟିଭି ଭାରତରେ ଭାରତର ଯୁବ ବ୍ୟାଡମିଣ୍ଟନ ଷ୍ଟାର ଚିରାଗ ସେଟ୍ଟି । ମହମାରୀ କୋରୋନା ଭାଇରସ ଲକଡାଉନ ସମୟରେ ମୁମ୍ବାଇର ସ୍ଥିତି, ଟୋକିଓ ଅଲମ୍ପିକ ସମେତ ପୁରୁଷ ଡବଲ୍ସ ପାର୍ଟନର ସାତ୍ତିକ ସାଇରାଜ ରେଙ୍କିରେଡ୍ଡିଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

Exclusive interview of chirag shetty with etv bharat
ଇଟିଭି ଭାରତରେ ଭାରତର ଯୁବ ବ୍ୟାଡମିଣ୍ଟନ ଷ୍ଟାର ଚିରାଗ ସେଟ୍ଟି
author img

By

Published : Jun 1, 2020, 5:03 PM IST

ହାଇଦ୍ରାବାଦ: ଇଟିଭି ଭାରତରେ ଭାରତର ଯୁବ ବ୍ୟାଡମିଣ୍ଟନ ଷ୍ଟାର ଚିରାଗ ସେଟ୍ଟି । ମହମାରୀ କୋରୋନା ଭାଇରସ ଲକଡାଉନ ସମୟରେ ମୁମ୍ବାଇର ସ୍ଥିତି, ଟୋକିଓ ଅଲମ୍ପିକ ସମେତ ପୁରୁଷ ଡବଲ୍ସ ପାର୍ଟନର ସାତ୍ତିକ ସାଇରାଜ ରେଙ୍କିରେଡ୍ଡିଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତରେ ଭାରତର ଯୁବ ବ୍ୟାଡମିଣ୍ଟନ ଷ୍ଟାର ଚିରାଗ ସେଟ୍ଟି

ଲକଡାଉନରେ କେମିତି ସମୟ କଟୁଛି ଚିରାଗ...?

ଚିରାଗ କହିଛନ୍ତି "ମୁମ୍ବାଇରେ ସକାଳ 6.00ରୁ 7.00 ଗୋଟିଏ ଘଣ୍ଟାର ଅଭ୍ୟାସ ସେସନ ରହିଛି । ଏହି ସମୟରେ ଯୋଗ ଅଭ୍ୟାସ ସହ ଅନ୍ୟ ଅଭ୍ୟାସ ମଧ୍ୟ କରୁଛୁ । ସନ୍ଧ୍ୟାରେ ମଧ୍ୟ ସମାନ ଭାବେ 4.00ରେ 5.00ଟା ପର୍ଯ୍ୟନ୍ତ ଅଭ୍ୟାସ ସମୟ ରହିଛି ।"

Exclusive interview of chirag shetty with etv bharat
ଇଟିଭି ଭାରତରେ ଭାରତର ଯୁବ ବ୍ୟାଡମିଣ୍ଟନ ଷ୍ଟାର ଚିରାଗ ସେଟ୍ଟି

ଘରେ ରହି ଅଭ୍ୟାସ ଜାରି ରଖିବା କେବେ କଷ୍ଟକର ?

22 ବର୍ଷିୟ ସର୍ଟଲର ଚିରାଗ କହିଛନ୍ତି "ବହୁତ କଷ୍ଟ, ଅଧିକ ସମୟ ବାହାରେ ରହିବାର ଅଭ୍ୟାସ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ସବୁ ବାହାରେ ହେଉଥିବାରୁ ଯାତ୍ରା ମଧଅୟ କରିବାକୁ ପଡେ । ଏବେ 2ମାସରୁ ଅଧିକ ସମୟ ହୋଇଗଲାଣି ତ ବହୁତ କଷ୍ଟ । ତେବେ ଏପରି ସମୟରେ ଅନ୍ୟ ବିକଳ୍ପ ମଧ୍ୟ ନାହିଁ । ସବୁ ଲୋକ ସମାନ ଅସୁବିଧାର ସାମ୍ନା କରୁଛନ୍ତି । ଖୁବଶୀଘ୍ର ସବୁକିଛି ଠିକ୍ ହୋଇଯିବ ବୋଲି ଆଶା ।"

ବ୍ୟାଡମିଣ୍ଟନକୁ କ୍ୟାରିୟର କରିବା ନେଇ କେବେ ଭାବିଲେ ?

2018 କମନୱେଲ୍ଥ ଗେମ୍ସରେ ଡବଲ୍ସ ଇଭେଣ୍ଟରେ ରୌପ୍ୟ ପଦକ ଜିତିସାରିଥିବା ଚିରାଗ ଉତ୍ତରରେ କହିଛନ୍ତି, " ବ୍ୟାଡମିଣ୍ଟନ ପ୍ରଥମରୁ ପସନ୍ଦର ଖେଳ ଭାବେ ରହିଥିଲା । ତେବେ 16 ବର୍ଷର ଥିବାବେଳେ, ଭାବିନେଇଥିଲେ କି ସର୍ଟଲର ହେବି ଓ ବ୍ୟାଡମିଣ୍ଟନରେ ହିଁ କ୍ୟାରିୟର ଗଢିବି ।"

ଅଲମ୍ପିକ ଯୋଗ୍ୟତା ହାସଲ ଅପେକ୍ଷାକୁ ନେଇ କଣ ଭାବୁଛନ୍ତି ?

ପୁରୁଷ ବ୍ୟାଡମିଣ୍ଟନ ଡବଲ୍ସ ଅଲମ୍ପିକ୍ସ ଇେଭେଣ୍ଟରେ ଭାରତର ବଡ ଆଶା ଚିରାଗ ସେଟ୍ଟି କହିଛନ୍ତି, " ଅଲମ୍ପିକ୍ସକୁ ନେଇ ନିରାଶ ଥିଲୁ । କୋରୋନା ଭାଇରସ ଲକଡାଉନ ପୂର୍ବରୁ ପ୍ରଦର୍ଶନ ଭଲ ରହିଥିଲା । ଅଲମ୍ପିକ ଯୋଗ୍ୟତା ହାସଲ କରିବାକୁ କମ ସମୟ ରହିଥିଲା । ମାତ୍ର କୋରୋନା ଭାଇରସ ଯୋଗୁଁ ସବୁ ଇଭେଣ୍ଟ ବନ୍ଦ ହୋଇଥିଲା । ସମଗ୍ର ବିଶ୍ବ ଏଥିରେ ପ୍ରଭାବିତ ହୋଇଛି । ବର୍ତ୍ତମାନ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ଅଲମ୍ପିକ ଯୋଗ୍ୟତା ହାସଲ ପାଇଁ ନୂଆ ନିୟମ ନେଇଆସିଛି । ତେବେ ନୂଆ ନିୟମ ଅନୁଯାୟୀ ମଧ୍ୟ ଯୋଗ୍ୟତା ହାସଲ ପାଇଁ ଲକ୍ଷ୍ୟ ରହିଛି । ତେବେ ଯୋଗ୍ୟତା ହାସଲ ନେଇ ଅଧିକ ଚିନ୍ତା କରୁନାହୁଁ, ଆମେ କେବଳ ମ୍ୟାଚ ରେ ଶତପ୍ରତିଶତ ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ଲକ୍ଷ୍ୟ ରଖିଛୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.