ETV Bharat / sports

ଭାରତରେ ହେବନି କୌଣସି ଅନ୍ତର୍ଜାତୀୟ କ୍ରୀଡା ! - pulwama attack

ଭାରତରେ ହେବାକୁ ଥିବା ସୁଟିଂ ବିଶ୍ୱକପ ପାଇଁ ଦୁଇ ଜଣ ପାକିସ୍ତାନୀ ସୁଟରଙ୍କୁ ଭିସା ମିଳିନାହିଁ । ଯାହାକୁ ନେଇ ଭାରତ ଉପରେ ଆଇଓସି ପ୍ରବଳ ବର୍ଷିଛି । ଅନ୍ତର୍ଜାତୀୟ ଇଭେଣ୍ଟରେ ବାଧା ସୃଷ୍ଟି କରୁଥିବାରୁ ଭାରତ ଉପରେ ଏହା କଡା ପଦକ୍ଷେପ ନେବାକୁ ଯୋଜନା କରିଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Feb 23, 2019, 9:15 PM IST

ନୂଆଦିଲ୍ଲୀ: ପାକିସ୍ତାନୀ ଖେଳାଳିଙ୍କୁ ଭିସା ନଦେବା ଭାରତକୁ ମହଙ୍ଗା ପଡିଛି । ଅନ୍ତର୍ଜାତୀୟ ଅଲମ୍ପିକ କମିଟି(ଆଇଓସି) ଭାରତରେ କୌଣସି ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ ନକରିବାକୁ ନିଷ୍ପତ୍ତି ନେଇଛି । ଏନେଇ ଆଇଓସି ସମସ୍ତ ଅନ୍ତର୍ଜାତୀୟ ସ୍ପୋର୍ଟ ଫେଡେରେସନକୁ ନିର୍ଦ୍ଦେଶ ଦେଇଛି ।

ରିପୋର୍ଟ ଅନୁସାରେ ପୁଲୱାମା ଆଟାକ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ସମସ୍ତ କ୍ଷେତ୍ରରେ ପାକ୍‌କୁ ଏକଘରକିଆ କରିବାକୁ ଭାରତ ପ୍ରୟାସ ଚଲାଇଛି । ଏହି କ୍ରମରେ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ବିଶ୍ୱକପ ମ୍ୟାଚ ବାତିଲ ପାଇଁ ଦାବି ଉଠୁଛି । ଏହା ମଧ୍ୟରେ ଅନ୍ୟ କ୍ରୀଡା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି ।

ଭାରତରେ ହେବାକୁ ଥିବା ସୁଟିଂ ବିଶ୍ୱକପ ପାଇଁ ଦୁଇ ଜଣ ପାକିସ୍ତାନୀ ସୁଟରଙ୍କୁ ଭିସା ମିଳିନାହିଁ । ଯାହାକୁ ନେଇ ଭାରତ ଉପରେ ଆଇଓସି ପ୍ରବଳ ବର୍ଷିଛି । ଅନ୍ତର୍ଜାତୀୟ ଇଭେଣ୍ଟରେ ବାଧା ସୃଷ୍ଟି କରୁଥିବାରୁ ଭାରତ ଉପରେ ଏହା କଡା ପଦକ୍ଷେପ ନେବାକୁ ଯୋଜନା କରିଛି । ଭାରତରେ ହେବାକୁ ଥିବା ସମସ୍ତ ପ୍ରକାର ଅଲମ୍ପିକ କ୍ରୀଡାକୁ ବାତିଲ କରିବା ପାଇଁ ଏହା ନିଷ୍ପତ୍ତି ନେଇଛି ।

ଏହାସହ ଆଗାମୀ ଦିନରେ ଭାରତରୁ ପୁରୁଷ 25 ମିଟର ସୁଟିଂ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ପ୍ରତ୍ୟାହାର କରିବାକୁ ଏହା ଯୋଜନା କରିଛି । ଏହାସହ ଭାରତରେ ଆଗାମୀ ଦିନରେ କୌଣସି ପ୍ରକାର ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ ନକରିବା ପାଇଁ ଆଇଓସି ସମସ୍ତ ଦେଶଙ୍କୁ ନିର୍ଦ୍ଦେଶ ଦେଇଛି । ପାକିସ୍ତାନୀ ସୁଟରଙ୍କୁ ଭିସା ନଦେଇ ଭାରତ ଆୟୋଜକ ଦେଶ ହିସାବରେ ଅଲମ୍ପିକର ନିୟମ ଉଲ୍ଲଙ୍ଘନ କରିଛି । ତେଣୁ ଏପରି କଡା ନିଷ୍ପତ୍ତି ନେଇଛି ଆଇଓସି ।

undefined

RESTRICTIONS: SNTV clients only. Use on broadcast and digital channels, excluding social. Available worldwide. Scheduled news bulletins only. If using on digital channels, territorial restrictions must be adhered to by use of geo-blocking technologies. Digital clients may use footage for a period of 7 days for VOD and catch up purposes only. Max use 90 seconds. Use within 48 hours. No archive. All usage subject to rights licensed in contract. For any questions regarding rights restrictions please contact planning@sntv.com.
SHOTLIST: Torsby, Sweden. February 17th, 2019.
1. 00:00Third-placed Thierry Neuville of Hyundai Shell Mobis WRT.
2. 00:19Second-placed Esapekka Lappi of Citroen Total WRT.
3. 00:41Winner Ott Tanak of Toyota Gazoo Racing WRT.
4. 01:23Podium as
SOURCE: Sportsman
DURATION: 01:31.
STORYLINE:
Estonian Otti Tanak, driving a Toyota Yaris, sealed a commanding 53.7-second victory after dominating the second round of the 2019 World Rally Championship over the short final leg on snow and ice-covered roads at the Rally of Sweden in Torsby on Sunday (17th February).
Esapekka Lappi finished second in a Citroën C3 after a thrilling four-way fight for the remaining podium places - the Finn edging out Thierry Neuville's Hyundai i20 by three seconds.
Neuville took four points for second with Elfyn Evans, driving a Ford Fiesta, scoring three in third.
Tanak now lies third in the overall WRC standings on 17 points - Neuville is second on 21 points, while Sebastien Ogier retains his lead on 29 points after finishing seventh here.  
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.