ETV Bharat / sitara

ଆଖି ବୁଜିଲେ ଟିଭି ଅଭିନେତ୍ରୀ ରିଦ୍ଧିମାଙ୍କ ମା' - ରିଦ୍ଧିମା ପଣ୍ଡିତଙ୍କ ପରିବାରରେ ଶୋକର ଛାୟା

ମା'ଙ୍କୁ ହରାଇ ଦୁଃଖରେ ରିଦ୍ଧିମା । ନାନାବତୀ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କଲେ ତାଙ୍କ ମା' । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Apr 5, 2021, 11:34 AM IST

ମୁମ୍ବାଇ: ଧାରାବାହିକ ‘ବହୂ ହାମରି ରଜନୀକାନ୍ତ’ ଫେମ ରିଦ୍ଧିମା ପଣ୍ଡିତଙ୍କ ପରିବାରରେ ଶୋକର ଛାୟା । ମା'ଙ୍କ ଦେହାନ୍ତରେ ଭାଙ୍ଗିପଡିଛନ୍ତି ଅଭିନେତ୍ରୀ । କୋରୋନା ସଂକ୍ରମିତ ହେତୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ଥିବା ତାଙ୍କ ମା' ରବିବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ସମୟରେ ସେ 68 ବର୍ଷର ଥିଲେ ।

କୋରୋନା ବ୍ୟତୀତ ରିଦ୍ଧିମାଙ୍କ ମା' ଦୀର୍ଘ ସମୟରୁ କିଡନି ଜନିତ ରୋଗରେ ଆକ୍ରାନ୍ତ ମଧ୍ୟ ଥିଲେ । ଯଦି ରିଦ୍ଧିମାଙ୍କ କଥା ହେବା ତାହାଲେ 2019ରେ ଆସିଥିବା ଧାରାବାହିକ ‘ବହୂ ହମାରି ରଜନୀକାନ୍ତ’ରୁ ସଫଳତା ପାଇଥିଲେ । ଏହି ଶୋରେ ସେ ଏକ ରୋବୋଟ ଭୂମିକାରେ ଅଭିନୟ କରିଥିଲେ ।

ଏହାପରେ ସେ ‘ଖତରୋଁ କେ ଖିଲାଡି ସିଜନ 9’ରେ ପ୍ରତିଯୋଗୀ ରୂପେ ଦେଖାଯାଇଥିଲେ । ଖାଲି ଏତିକି ନୁହେଁ ସେ ଅନେକ ରିୟାଲିଟ ଶୋର ହୋଷ୍ଟ ରୂପେ ମଧ୍ୟ କାମ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.