ETV Bharat / sitara

ଲାଇଭ ଚାର୍ଟରେ ଇମୋଶନାଲ ହେଲେ ରଶ୍ମୀ - ଟେଲି ଜଗତର ଫେମସ ଅଭିନେତ୍ରୀ ରଶ୍ମୀ ଦେସାଇ

ଏକ୍ସ ବୟଫ୍ରେଣ୍ଡ ଅରହାନ ଖାନଙ୍କୁ ନେଇ ଦୁଃଖି ହେଲେ ରଶ୍ମୀ ଦେସାଇ। ଲାଇଭ ଚାର୍ଟରେ ତାଙ୍କୁ ପ୍ରେମ କରି ଭୁଲ କରିଥିବା କଥା ସ୍ବୀକାର କଲେ।

rashami desai
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Apr 25, 2020, 4:30 PM IST

ମୁମ୍ବାଇ: ଟେଲି ଜଗତର ଫେମସ ଅଭିନେତ୍ରୀ ତଥା ବିଗ ବସ 13ର ଦମଦାର ପ୍ରତିଯୋଗୀ ରଶ୍ମୀ ଦେସାଇ ବିଗ ବସ ଶେଷ ହେବା ପରଠୁ ଚର୍ଚ୍ଚାରେ । ଶୋ ମଝିରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଅରହାନ ଖାନଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଥିଲା । ଯାହାପରେ ଦୁଇଜଣ ପରସ୍ପରଠୁ ଅଲଗା ହୋଇଯାଇଥିଲେ।

ଖାଲି ଏତିକି ନୁହେଁ ବିଗ ବସ ହାଉସରେ ରଶ୍ମୀ ଥିବାବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅରହାନ 15 ଲକ୍ଷ ଟଙ୍କା ଚୋରି କରିଥିଲେ। ଯାହାର ଚର୍ଚ୍ଚା ସବୁ ମହଲରେ ହୋଇଥିଲା । ଇତିମଧ୍ୟରେ ଲାଇଭ ଚାର୍ଟ କରି ଇମୋଶନାଲ ନଜର ଆସିଛନ୍ତି ରଶ୍ମୀ।

ସେ ଲାଇଭ ଚାର୍ଟରେ କନଫେସ କରିଥିଲେ ଯେ ଅରହାନଙ୍କ ସହ ରିଲେସନଶିପରେ ଥିଲେ । ଅନେକ ମାସ ପର୍ପ୍ୟନ୍ତ ଦୁଇଜଣ ଏକାଠି ମଧ୍ୟ ରହୁଥିଲେ। ସେ ଅରହାନଙ୍କ ଅତୀତ ବିଷୟରେ କିଛି ଜାଣିନଥିଲେ । ଆଉ ତାଙ୍କ ସହ ସବୁ ଜିନିଷ ସେୟାର କରିଥିଲେ। ସେ ତାଙ୍କ ଉପରେ ଭରଷା କରିଥିଲେ। ଯାହାର ପରିଣାମ ତାଙ୍କୁ ଏପରି ସୁଜିବାକୁ ପଡିଛି। ସେ ତାଙ୍କ ସହ ଇମୋଶନାଲ ରୂପେ ସାମିଲ ଥିଲେ। ସେ ଭଳି ମଣିଷକୁ ପ୍ରେମ କରି ଭୁଲ କରିଥିଲେ। ତାଙ୍କ ଭାବନାକୁ କେବେ ମଧ୍ୟ ବୁଝିପାରିଲେ ନାହିଁ ଅରହାନ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.