ETV Bharat / sitara

ହ୍ୟାଣ୍ଡଲୁମ ଡେରେ ଦୀପିକାଙ୍କ ଓଡିଶୀ ନୃତ୍ୟ

author img

By

Published : Aug 8, 2020, 10:35 PM IST

ଭାଇରାଲ ହେଲା ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ସିଂଙ୍କ ନୂଆ ଭିଡିଓ । ନ୍ୟାସନାଲ ହ୍ୟାଣ୍ଡଲୁମ ଡେ ପାଳନ କରୁଥିବାର ଆସିଲେ ନଜର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ସିଂ

ମୁମ୍ବାଇ: ‘ଦିୟା ଔର ବାତି’ ଫେମ ଦୀପିକା ସିଂଙ୍କ ଏକ ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଟ୍ୟାଲେଣ୍ଟେଡ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଫେମସ ଗୀତରେ ଓଡିଶୀ ନୃତ୍ୟ କରୁଥିବାର ନଜର ଆସୁଛନ୍ତି । ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ କରି ଦେଇଛନ୍ତି ।

ସେହିପରି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘ହାପି ହ୍ୟାଣ୍ଡଲୁମ ଡେ । ହ୍ୟାଣ୍ଡଲୁମ ଶାଢୀ ଫ୍ରମ ଓଡିଶା ଇମ୍ପୋରିୟମ।’ ସବୁଠାରୁ ମଜାଦାର କଥା ହେଲା ଯେ ଦୀପିକା ସମୁଦ୍ର କୂଳରେ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ସେ ନ୍ୟାସନାଲ ହ୍ୟାଣ୍ଡଲୁମ ଡେ ଅବସରରେ ଏହି ଡାନ୍ସ କରିଥିଲେ । ସେହିପରି ପୁରା ଦେଶରେ ଅଗଷ୍ଟ 7 ତାରିଖରେ ହ୍ୟାଣ୍ଡଲୁମ ଡେ ପାଳନ କରାଯାଏ ।

ପ୍ରକାଶ ଥାଉକି ସେ ଆୟୁଷ୍ମାନଙ୍କ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଜା ସାବଧାନ’ର ଚର୍ଚ୍ଚିତ ଗୀତରେ ଡାନ୍ସ କରିଛନ୍ତି । ପ୍ରକାଶ ଥାଉକି ନିକଟରେ ତାଙ୍କ ମା' କୋରୋନା ସଂକ୍ରମଣରୁ ମୁକ୍ତି ହୋଇ ଘରକୁ ଫେରିଥିଲେ । ଯେବେ ତାଙ୍କ ମା' ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିଲେ ଦୀପିକା ସୋସିଆଲ ମିଡିଆରେ ଦିଲ୍ଲୀ ସିଏମଙ୍କ ସାହାଯ୍ୟ ଲଡୁଥିଲେ। ଆଉ ତାଙ୍କୁ ସାହାଯ୍ୟ ମଧ୍ୟ ମିଳିଥିଲା ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.