ETV Bharat / sitara

ଟେଲିଭିଜନ ଅଭିନେତ୍ରୀ ଦିଶା ପରମାରଙ୍କୁ କୋରୋନା - ଦିଶା ପରମାରଙ୍କୁ କୋରୋନା

ଟେଲିଭିଜନ ଅଭିନେତ୍ରୀ ଦିଶା ପରମାର କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Television actor Disha Parmar tests +ve  for COVID-19
ଟେଲିଭିଜନ ଅଭିନେତ୍ରୀ ଦିଶା ପରମାରଙ୍କୁ କୋରୋନା
author img

By

Published : Sep 23, 2020, 7:18 PM IST

ମୁମ୍ବାଇ: ଟେଲିଭିଜନରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଦିଶା ପରମାର କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି ।

Television actor Disha Parmar tests +ve  for COVID-19
ଟେଲିଭିଜନ ଅଭିନେତ୍ରୀ ଦିଶା ପରମାରଙ୍କୁ କୋରୋନା

ଦିଶା ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, ସମସ୍ତେ କୁହନ୍ତି କି, ଖରାପ ସମୟ ପାଇଁ କୌଣସି ସଠିକ୍ ସମୟ ନାହିଁ । ମୋର କୋରୋନା ରିପୋର୍ଟ ପଜିଟିଭ ବାହାରିଛି ।

ଖବର ଅନୁଯାୟୀ, ଦିଶାଙ୍କ ମା 10 ଦିନ ପୂର୍ବରୁ ଏହି କୋରୋନା ସଂକ୍ରମିତ ହୋଇଥିଲେ ।

କିଛି ସମୟ ପରେ, ଦିଶା ଅଭିନେତା ଗାୟକ ତଥା ବୟଫ୍ରେଣ୍ତ ରାହୁଲ ବୈଦ୍ୟଙ୍କ ପାଇଁ ଏକ ଜନ୍ମଦିନର ନୋଟ୍ ପୋଷ୍ଟ କରିଥିଲେ । ଅସୁସ୍ଥତା ହେତୁ ଦିଶା ସେୟାର କରିଥିଲେ ଯେ ସେ ତାଙ୍କ ବିଶେଷ ଦିନରେ ତାଙ୍କ ସହ ରହିବାକୁ ଅସମର୍ଥ ।

ଦିଶା ଶୋ ପ୍ୟାର କା ଦର୍ଦ ହେ ମିଠା ମିଠା, ପ୍ୟାରା ପ୍ୟାରାରେ ପଙ୍ଖୁରୀ ଭୂମିକାରେ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.