ETV Bharat / sitara

କପିଲଙ୍କ ଶୋ'କୁ ଫେରିବା ନେଇ ମୁହଁ ଖୋଲିଲେ ସୁନୀଲ ଗ୍ରୋଭର - ଫ୍ୟାନ୍ସଙ୍କ ଉତ୍ସାହରେ ବ୍ରେକ ଲଗେଇଛନ୍ତି ସୁନୀଲ

କପିଲଙ୍କ ଶୋ'କୁ ଫେରିବା ନେଇ ମୁହଁ ଖୋଲିଲେ ସୁନୀଲ । ଫ୍ୟାନ୍ସଙ୍କ ଉତ୍ସାହରେ ବ୍ରେକ ଲଗେଇଛନ୍ତି ସୁନୀଲ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
author img

By

Published : Sep 18, 2019, 2:36 PM IST

ହାଇଦ୍ରାବାଦ: କମେଡିଆନ ତଥା ଅଭିନେତା ସୁନୀଲ ଗ୍ରୋଭର କପିଲଙ୍କ ଶୋ'କୁ ଫେରିବା ନେଇ ନିଜ ମତ ରଖିଛନ୍ତି । ନିକଟରେ ଏକ ଟ୍ବିଟ କରି ଫ୍ୟାନ୍ସଙ୍କୁ କନଫ୍ୟୁଜନରେ ରଖିଥିଲେ । ନିଜ ଚରିତ୍ରର ଏକ ପପୁଲାର ଡାଏଲୋଗ ଲେଖି ଟ୍ବିଟରରେ ପୋଷ୍ଟ କରିଥିଲେ । ଏହାପରେ ଚର୍ଚ୍ଚା ଚାଲିଥିଲା ଯେ, ସୁନୀଲ ଗ୍ରୋଭର ଶୋ'କୁ ଫେରିପାରନ୍ତି ।

ନିକଟରେ ଏକ ସାକ୍ଷାତକାରରେ ସେ ଶୋ'କୁ ଫେରୁନାହାଁନ୍ତି ଓ ଏପରି ଅନୁମାନ ଲଗାଇବା ବନ୍ଦ କରନ୍ତୁ ବୋଲି କହିଥିଲେ । ସେ ଫ୍ୟାନ୍ସଙ୍କ କମେଣ୍ଟ ପଢନ୍ତି କିନ୍ତୁ ସେହି କମେଣ୍ଟ ଆଧାରରେ ନ୍ୟୁଜ ବନାଇବା ବନ୍ଦ କରାଯାଉ ବୋଲି ମଧ୍ୟ ସେ କହିଛନ୍ତି ।

ଏହାସହ ତାଙ୍କ ଆଗାମୀ ଶୋ'ର ହିଣ୍ଟ୍ ଦେଇଛନ୍ତି । 42 ବର୍ଷିୟ ସୁନୀଲ ଆଗକୁ କମେଡି ସହ ଫେରିବେ ବୋଲି ମଧ୍ୟ କହିଛନ୍ତି । ତେବେ 2017ରେ କପିଲ ଓ ସୁନୀଲଙ୍କ ଝଗଡା ପରଠୁ ସୁନୀଲ ଶୋ' ଛାଡିଦେଇଥିଲେ । ଏହାର ବର୍ଷେ ପରେ କପିଲ ପୁଣି ଶୋ'କୁ ନୂଆ ପର୍ଯ୍ୟାୟରେ ଆରମ୍ଭ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.