ETV Bharat / sitara

‘ନାଗିନ 4’ରେ ମଡର୍ଣ୍ଣ ଗାର୍ଲ ସାଜିବେ ରଶ୍ମୀ

author img

By

Published : Mar 12, 2020, 7:31 PM IST

‘ବିଗ ବସ 13’ ପରେ ରଶ୍ମୀ ଦେସାଇଙ୍କ ହାତରେ ଲାଗିଛି ପପୁଲାର ଶୋ । ସେ ଖୁବଶୀଘ୍ର କଲର୍ସ ଚ୍ୟାନେଲର ଲୋକପ୍ରିୟ ଶୋ ‘ନାଗିନ 4’ରେ ଦେଖାଯିବେ ।

rashami desai
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଶ୍ମୀ ଦେସାଇ

ମୁମ୍ବାଇ: ‘ବିଗ ବସ 13’ର ଫେମସ ପ୍ରତିଯୋଗୀ ରଶ୍ମୀ ଦେସାଇ ଫେମସ ନିର୍ମାତା ଏକତା କପୁରଙ୍କ ପପୁଲାର ଶୋ ‘ନାଗିନ 4’ରେ ନଜର ଆସିବେ। ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଶୋରେ ସେ ଜାସ୍ମିନ ଭସୀନଙ୍କୁ ରିପ୍ଲେସ କରିବେ। ସେ ନୟନତାରାଙ୍କ ଭୂମିକାରେ ଅଭିନୟ କରିପାରନ୍ତି। ହେଲେ ଇତିମଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ ରଶ୍ମୀ ନୟନତାରାଙ୍କ ଭୂମିକାରେ ନଜର ଆସିବେ ନାହିଁ।

ପ୍ରକାଶ ଥାଉକି ସେ ଏହି ଶୋରେ ଜଣେ ମଡର୍ଣ୍ଣ ଗାର୍ଲ ରୋଲରେ ଅଭିନୟ କରିବେ। ତାଙ୍କ ଭୂମିକାର ନାମ ଶଲାକା ରଖାଯାଇଛି। ପାରୀଖ ହାଉସରେ ସେ ଗୋଟିଏ ମିଶନ ସହ ଆସିବେ। ଶୋରେ ନୟନତାରାଙ୍କ ଭଳି ତାଙ୍କ ଏଟିଟ୍ୟୁଡ ଦେଖିବାକୁ ମିଳିବ। ସେ ବୃନ୍ଦାଙ୍କୁ ଘୃଣା କରିବା ସହ ଦେବଙ୍କ ଠାରୁ ତାଙ୍କୁ ଦୂରେଇବାକୁ ଚେଷ୍ଟା କରିବେ। ଶୋରେ ସେ କଣ କରିବେ ତାହା ଶୋ ପ୍ରସାରଣ ହେଲା ପରେ ହି ଜଣାପଡିବ....

ନିକଟରେ ସୋସିଆଲ ମିଡିଆରେ ରଶ୍ମୀଙ୍କ ଏକ ଭିଡିଓ ଓ ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଯାହାକୁ ଦେଖି ଲାଗୁଥିଲା ଏହି ଭିଡିଓଟି ‘ନାଗିନ 4’ର ସୁଟିଂ ସମୟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.