ନୂଆଦିଲ୍ଲୀ: ଟିଭିରୁ ନେଇ ଓ୍ବେବ ସିରିଜରେ ଚହଳ ସୃଷ୍ଟି କରିଥିବା ନିଆ ଶର୍ମା ଯେବେ ମଧ୍ୟ ନିଜର କୌଣସି ଫଟୋ ପୋଷ୍ଟ କରନ୍ତି ତେବେ ତାହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଦିଏ । ଏଥର ମଧ୍ୟ ଏମିତି ଦେଖିବାକୁ ମିଳୁଛି । କାରଣ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ବୋଲ୍ଡ ଅବତାର ।
- " class="align-text-top noRightClick twitterSection" data="
">
ନିକଟରେ, ନିଆ ଧଳା ଜ୍ୟାକେଟ୍ ପିନ୍ଧି କିଛି ବୋଲ୍ଡ ଫଟୋ ସେୟାର କରିଛନ୍ତି । ଏବେ ତାଙ୍କର ଏହି ଫଟୋକୁ କିଛି ଫ୍ୟାନ୍ସ ପ୍ରଶଂସା କରିଥିବାବେଳେ ଅନ୍ୟ କିଛି ଫ୍ୟାନ୍ସ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।
ନିଆଙ୍କର ଏହି ଫଟୋଗୁଡିକୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ଏପରି ଏକ୍ସପୋଜର ଭଲ ନୁହେଁ ।
ଅନ୍ୟ ଜଣେ ୟୁଜର୍ସ କ୍ରୋଧିତ ହୋଇ ଲେଖିଛନ୍ତି, 'ଯଦି ଆପଣ ଏହାକୁ ଦେଖାଇବାକୁ ବହୁତ ପସନ୍ଦ କରନ୍ତି, ତେବେ ପୁରା ଖୋଲି ଦିଅନ୍ତୁ' ।
ତେବେ ଏହା ପ୍ରଥମ ଥର ନୁହେଁ ଯେ ନିଆ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଏଭଳି ଫଟୋ ସେୟାର କରିଛନ୍ତି । ଏହା ପୂର୍ବରୁ ମଧ୍ୟ ହିନା ତାଙ୍କର ଚମତ୍କାର ଏବଂ ଗ୍ଲାମରସ୍ ଫଟୋ ସେୟାର କରିଛନ୍ତି ।
ପ୍ରକାଶ ଥାଉ କି, ନିଆ ଏହି ଟ୍ରୋଲ୍ସ ଗୁଡିକୁ ମନେ କରନ୍ତି ନାହିଁ । ଏଥିସହିତ ସେ ପ୍ରତ୍ୟେକ ପରିସ୍ଥିତିରେ ନିଜ କାମ ସହିତ ଟ୍ରୋଲ୍ସରଙ୍କ ଜବାବ ଦିଅନ୍ତି ।