ETV Bharat / sitara

ବ୍ଲାକ ଡ୍ରେସରେ ନିଆଙ୍କ ଗ୍ଲାମରସ୍ ଲୁକ୍, ଗୋଆ ଛୁଟିଦିନର ଫଟୋ ଭାଇରାଲ୍ - nia-sharma-goa-vacation

ନିକଟରେ, ନିଆ ସୋସିଆଲ ମିଡିଆରେ ଗୋଆ ଟ୍ରିପର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ନିଆ ଏକ କଳା ରଙ୍ଗର ପୋଷାକ ସହିତ ଖୋଲା କେଶରେ ବହୁତ ସୁନ୍ଦର ଏବଂ ଗ୍ଲାମରସ୍ ଦେଖାଯାଉଥିଲେ । ଅଧିକ ପଢନ୍ତୁ...

nia-sharma-goa-vacation-glamorous-photos-black-dress-viral
ସଂଗୀତ ନିର୍ଦ୍ଦେଶକ ସତ୍ୟବ୍ରତ ଦାଶ ଏକ ଭିଡ଼ିଓ ଆଲବମ ‘ଚାଲ ବୁଲିଯିମା କଳାହାଣ୍ଡିକେ...’ ପ୍ରସ୍ତୁତି କରି ନୂତନ ଇତିହାସ ସୃଷ୍ଟି କରିଛନ୍ତି ।
author img

By

Published : Nov 24, 2020, 7:27 PM IST

ନୂଆଦିଲ୍ଲୀ: ଟେଲିଭିଜନର ଫେମସ ଅଭିନେତ୍ରୀ ନିଆ ଶର୍ମା ସର୍ବଦା ତାଙ୍କର ବୋଲ୍ଡ ଲୁକ୍ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଫ୍ୟାଶନ୍ ସେନ୍ସକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି ।

ନିକଟରେ, ନିଆ ସୋସିଆଲ ମିଡିଆରେ ଗୋଆ ଟ୍ରିପର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ନିଆ ଏକ କଳା ରଙ୍ଗର ପୋଷାକ ସହିତ ଖୋଲା କେଶରେ ବହୁତ ସୁନ୍ଦର ଏବଂ ଗ୍ଲାମରସ୍ ଦେଖାଯାଉଥିଲେ ।

ଫଟୋ ସେୟାର କରି ନିଆ ଲେଖିଛନ୍ତି, "ବିଚ୍ ହେୟାର,ଟ୍ୟାନ ସ୍କିନ୍ ଆଣ୍ତ ରେତ ମେଁ ଲଗେ ପେର କେ ଲିୟେ ରିୟର୍ସ" । # ବେଳାଭୂମି ।

ଅନ୍ୟ ଏକ ଫଟୋ ସେୟାର କରି ନିଆ ଲେଖିଛନ୍ତି,ମୋତେ ସେଠାରେ ଦେଖାକର, ଯେଉଁଠାରେ ଆକାଶ ସମୁଦ୍ରକୁ ସ୍ପର୍ଶ କରେ ।

ପ୍ରକାଶ ଥାଉ ଯେ, ନିଆ ଏକତା କପୁରଙ୍କ ସୋ ନାଗିନ୍ -4 ରେ ଅଭିନୟ କରିଥିଲେ । ସେ ଏହି ଶୋରେ ସେ ନାଗିନ୍ ଭୂମିକାରେ ଥିଲେ । ତାଙ୍କ ଚରିତ୍ରର ନାମ ଥିଲା ବ୍ରୃନ୍ଦା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.