ETV Bharat / sitara

ବିଗ ବସ ପରେ ସମ୍ପର୍କରେ ନାହାଁନ୍ତି ମାହିରା-ସିଦ୍ଧାର୍ଥ

ମାହିରାଙ୍କ ବଡ ଖୁଲାସା ଏହି କାରଣ ପାଇଁ ସିଦ୍ଧାର୍ଥଙ୍କ ସହ କଥା ହେଉନାହାଁନ୍ତି ସେ। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 27, 2020, 1:09 PM IST

ମୁମ୍ବାଇ: ଛୋଟ ପରଦାର ରିୟାଲିଟି ଶୋ ବିଗ ବସ 13ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଓ ମାହିରା ଶର୍ମାଙ୍କ ମଧ୍ୟରେ ଅନେକଥର ଝଗଡା ହୋଇଥିଲା । ମହିରା, ସିଦ୍ଧାର୍ଥଙ୍କ ବିଷୟରେ ଖୁବ୍ ଖରାପ କଥା ମଧ୍ୟ କହିଥିଲେ। ହେଲେ ଶୋରେ ଧିରେ ଧିରେ ଦୁଇଜଣଙ୍କ ସମ୍ପର୍କରେ ପରିବର୍ତ୍ତନ ଦେଖିବା ମିଳିଥିଲା । ପରେ ଦୁଇଜଣ ଭଲ ବନ୍ଧୁ ସାଜିଥିଲେ । ଯାହାପରେ ଶୋ ଶେଷ ହେବା ପର୍ଯ୍ୟନ୍ତ ମହିରା ଓ ସିଦ୍ଧାର୍ଥ ପରସ୍ପରର ସମର୍ଥନ ମଧ୍ୟ କରିଥିଲେ।

ହେଲେ ଦର୍ଶକଙ୍କୁ ଜଣାନାହିଁ ଯେ ଶୋ ଶେଷ ହେବା ପରେ ମାହିରା ଓ ସିଦ୍ଧାର୍ଥ ପରସ୍ପରର ସମ୍ପର୍କରେ ନାହିଁନ୍ତି । ଶୁଣିବାକୁ ମିଳୁଛି ଯେ ଦୁଇଜଣଙ୍କ ମଧ୍ୟରେ ଏବେ କଥାବାର୍ତ୍ତା ମଧ୍ୟ ବନ୍ଦ ଅଛି।

ଏହାର କାରଣ ଜଣାଇ ନିକଟରେ ମାହିରା କହିଥିଲେ ଯେ ସେ ଏପରି ମଣିଷ ନୁହେଁ ଯିଏ ସବୁବେଳେ ପ୍ରଥମେ ଫୋନ କରିବେ ଆଉ ମେସେଜ କରିବେ। ଏହି କାରଣ ପାଇଁ ସେ ସିଦ୍ଧାର୍ଥଙ୍କ ସମ୍ପର୍କରେ ନାହିଁନ୍ତି। ହଁ ଲକଡାଉନ ପରେ ସେ ସିଦ୍ଧାର୍ଥଙ୍କୁ ସାକ୍ଷାତ କରିପାରନ୍ତି।

ଯଦି କଥା ହେବା ସିଦ୍ଧାର୍ଥଙ୍କ ବିଷୟରେ ତେବେ ତାଙ୍କ ମିଜାଜ ମଧ୍ୟ ଠିକ୍ ଏହି ପରି । ସେ ଅନେକଥର ଜଣାଇସାରିଛନ୍ତି ଯେ ସେ ଫୋନରେ ଅଧିକ କଥା ହେବାକୁ ପସନ୍ଦ କରନ୍ତି ନାହିଁ। ସେଥିନିମନ୍ତେ ସେ ବନ୍ଧୁମାନଙ୍କ ମଧ୍ୟ କଲ କରନ୍ତି ନାହିଁ । ହେଲେ ବନ୍ଧୁଙ୍କ ଫୋନ ଆସିଲେ ସେ ଫୋନ ଉଠାଇଥାନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.