ନୂଆଦିଲ୍ଲୀ: ବିଗବସ୍ ସିଜନ୍ 13 । ଏଥର ସିଜନ୍ ସବୁଠାର୍ ମଜେଦାର ଓ ପପୁଲାର । ଯାହା କବେଳ ସମ୍ଭବ ହୋଇପାରିଛି ଘରେ ଉପସ୍ଥିତ ସଦସ୍ୟଙ୍କ ପାଇଁ । ଏଥର ସିଜନର ପ୍ରତିଟି ପାର୍ଟିସିପେଟ ଏକ ସେ ବଢକର ଏକ୍ ।
ସମ୍ପର୍କ ବଦଳାଇବାଠାରୁ ଆରମ୍ଭ କରି ଦଳ ବଦଳାଇବା ପର୍ଯ୍ୟନ୍ତ ବେଶି ସମୟ ନେଇନଥାନ୍ତି ଏମାନେ । ଗୋଟିଏ ମୁହୂର୍ତ୍ତରେ ଦୋସ୍ତ ପୁଣି ଅନ୍ୟ ମୁହୂର୍ତ୍ତରେ ଦୁଶମନ୍ । ତେବେ ନିକଟରେ ସେମିତି କିଛି ଦେଖିବାକୁ ମିଳିଛି ବିଗବସ୍ ହାଉସରେ ।
ବ୍ରେକଅପ୍ ପରେ ପରସ୍ପରକୁ ଶତ୍ରୁ ପରି ବ୍ୟବହାର କରୁଥିବା ବିଶାଲ ଓ ମଧୁରିମା ବର୍ତ୍ତମାନ ପୁଣି ଫ୍ରେଣ୍ଡସିପ୍ ଜୋନେକୁ ଫେରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ବିଗବସ୍ ହାଉସରେ ପୁଣି ଫେରିଛି ପ୍ରେମର ଋତୁ । ଯାହାକୁ ଦେଖିବାତୁ ବେଶ୍ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ଯାହାକୁ ନେଇ ଏକ ପ୍ରୋମ ମଧ୍ୟ ଜାରି ହୋଇଛି ଯେଉଁଥିଲେ ମଧୁରିମା ବିଶାଲଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।