ETV Bharat / sitara

କପିଲଙ୍କ ଶୋ'ରେ ନୋ କପିଲ!

କପିଲଙ୍କ ଶୋ'ରେ ନଜର ଆସିବେନି କପିଲ । ପତ୍ନୀ ଗିନ୍ନିଙ୍କ ସହ ସମୟ ବିତାଇବେ କପିଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 9, 2019, 6:43 AM IST

ହାଇଦ୍ରାବାଦ: ‘ଦି କପିଲ ଶର୍ମା ଶୋ'’ରେ ଯଦି କପିଲ ହିଁ ରହିବେନି ହୋଷ୍ଟ କରିବାକୁ ତେବେ ଦର୍ଶକଙ୍କ ମଧ୍ୟରେ କଣ ପ୍ରତିକ୍ରିୟା ହେବ ? କେବେ ଭାବିଛନ୍ତି । ଆଜ୍ଞା ହଁ, କିଛି ଦିନ ପାଇଁ କପିଲଙ୍କ ଶୋ'ରେ କପିଲଙ୍କୁ ଦେଖିବାକୁ ମିଳିବନି । ପତ୍ନୀ ଗିନ୍ନିଙ୍କୁ ସମୟ ଦେବାକୁ ଚାହୁଁଛନ୍ତି କପିଲ ଶର୍ମା । ସେଥିପାଇଁ ଶୋ'ରୁ କିଛି ଦିନର ବିରତି ନେଇଛନ୍ତି କପିଲ ।

କପିଲ, ଗିନ୍ନି ଚତୁର୍ବେଦୀଙ୍କୁ ଗତ ବର୍ଷ ଡିସେମ୍ବରରେ ପଞ୍ଜାବରେ ପାରମ୍ପାରିକ ରୀତିରେ ବିବାହ କରିଥିଲେ । ଏହାର କିଛି ଦିନ ପରେ କପିଲ ନିଜ ଶୋ'କୁ ନୂଆ ଆକାରରେ ଆରମ୍ଭ କରିଥିଲେ । ଶୋ' ଆରମ୍ଭ ପରେ ପତ୍ନୀଙ୍କୁ ସମୟ ଦେଇ ପାରିନାହାଁନ୍ତି କପିଲ । ତେଣୁ କିଛି ଦିନର ବିରତି ନେଇଛନ୍ତି କମେଡି କିଙ୍ଗ ।

କପିଲ ଛୁଟି ନେଇ 10 ଦିନ ପାଇଁ ପତ୍ନୀଙ୍କ ସହ କାନାଡା ଯିବାର ପ୍ଲାନ ରଖିଛନ୍ତି । ବିବାହ ପରେ ଏହା ତାଙ୍କର ପ୍ରଥମ ଛୁଟି ହେବ । ତେବେ ରିପୋର୍ଟ ଅନୁସାରେ, ଗିନ୍ନି ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ସେଥିପାଇଁ କପିଲ ଏବେ ଗିନ୍ନିଙ୍କ ଖାସ ଯତ୍ନ ନେଉଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.