ETV Bharat / sitara

କେବିସି-11କୁ ମିଳିଲା ପ୍ରଥମ କରୋଡପତି

କୌନ୍ ବନେଗା କରୋଡପତିର 11ତମ ସଂସ୍କରଣରେ ପ୍ରଥମ କୋଟିପତି ସାଜିଛନ୍ତି ବିହାରର ସନୋଜ ରାଜ । ବର୍ତ୍ତମାନ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେଉଛନ୍ତି ସନୋଜ ।

author img

By

Published : Sep 15, 2019, 7:32 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ହାଇଦ୍ରାବାଦ: ଟେଲିଭିଜନର ପପୁଲାର ରିଆଲିଟି ଶୋ' ‘କୌନ୍‌ ବନେଗା କରୋଡପତି’ ଦର୍ଶକଙ୍କ ମଧ୍ୟରେ ବର୍ତ୍ତମାନ ପାଲଟିଛି ଚର୍ଚ୍ଚାର ବିଷୟ । କାରଣ ଏହାର 11ତମ ସଂସ୍କରଣକୁ ମିଳିଛି ଏହାର ପ୍ରଥମ କରୋଡପତି । ବିହାରର ସନୋଜ ରାଜ ଚଳିତ ସିଜିନର ବନିଛନ୍ତି ପ୍ରଥମ କୋଟିପତି । 15ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏକ କୋଟି ଟଙ୍କା ଜିତିଛନ୍ତି ସେ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ

25 ବର୍ଷୀୟ ସନୋଜ ଜହାନାବାଦ ହୁଲାସଗଞ୍ଜର ଏକ ଛୋଟିଆ ଗ୍ରାମ ଢୋଙ୍ଗରାର ବାସିନ୍ଦା । ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସନୋଜ । ଦିଲ୍ଲୀରେ ରହି ଏଥିପାଇଁ ସେ ପାଠ ପଢୁଛନ୍ତି । ତେବେ ମୋବାଇଲ ଆପ୍‌ ମାଧ୍ୟମରେ ସନୋଜଙ୍କୁ ଚୟନ କରାଯାଇଥିଲା । ପରେ ଟେଲିଫୋନିକ ଅଡିସନ୍ ଓ ଫେସ-ଟୁ-ଫେସ୍ ଅଡିସନ୍ ଦେଇ ହଟ୍‌ ସିଟରେ ବସିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.