ETV Bharat / sitara

ବି-ଗ୍ରେଡ ଫିଲ୍ମ କରୁଥିଲେ ଦୟାବେନ୍

ଜନ୍ମଦିନ ପାଳନ କରୁଛନ୍ତି ଦୟାବେନ୍ । ତାରକା ମେହେତା କା ଉଲଟା ଚଷମାରେ ସଫଳତା ପାଇଥିବା ଦିଶା ସମୟ ଥିଲା ବିଗ୍ରେଡ ଫିଲ୍ମରେ କାମ କରୁଥିଲେ ।

author img

By

Published : Aug 17, 2019, 1:05 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/disha.vakani

ହାଇଦ୍ରାବାଦ: ‘ତାରକ ମେହେତା କା ଉଲଟା ଚଷମା’ର ଫେମ ଦୟାବେନ ଅର୍ଥାତ ଦିଶା ବକାନୀ ପାଳୁଛନ୍ତି 41ତମ ଜନ୍ମଦିନ । 1978 ମସିହା ଅଗଷ୍ଟ 17ରେ ଗୁଜୁରାଟରେ ଜନ୍ମ ନେଇଥିବା ଦିଶା କ୍ୟାରିୟର ଆରମ୍ଭରେ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଛି । ଏପରିକି ବି-ଗ୍ରେଡ ଫିଲ୍ମ ମଧ୍ୟ କରିଛନ୍ତି ଦିଶା ।

Disha Vakani
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/disha.vakani

2008ରେ ତାରକ ମେହେତାରୁ କାମ ଆରମ୍ଭ ପରେ ଦର୍ଶକଙ୍କର ଅତି ପ୍ରିୟ ହୋଇଗଲେ । ଦୟାବେନଙ୍କ ନାମରେ ବେଶ ପରିଚିତ ହୋଇଗଲେ । ତାଙ୍କର ବ୍ୟଙ୍ଗାତ୍ମକ ଅଭିନୟ ସମସ୍ତଙ୍କ ମନ କିଣି ନେଇଥିଲା ମାତ୍ର ବର୍ତ୍ତମାନ ଦିଶା ସିରିଏଲରୁ ଦୂରେଇକି ଅଛନ୍ତି ।

Disha Vakani
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/disha.vakani

1997ରେ ଷ୍ଟ୍ରଗଲିଙ୍ଗ ଅଭିନେତ୍ରୀ ଭାବେ ଏକ ବି-ଗ୍ରେଡ ଫିଲ୍ମ କରିଥିଲେ । ଏଥିରେ ତାଙ୍କର କିଛି ବୋଲ୍ଡ ସିନ୍ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ନିଜ ଅତୀତକୁ ଗ୍ରହଣ କରନ୍ତି ଦିଶା । ପ୍ରକାଶଥାଉକି, ଦୁଇ ବର୍ଷ ହେବ ସିରିଏଲରୁ ଦୂରେଇ ରହିଥିବା ଦିଶା କେବେ ପୁଣି ପରଦାକୁ ଫେରିବେ ସେ ନେଇ ଦର୍ଶକ ଅପେକ୍ଷା କରି ରହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.