ETV Bharat / sitara

ବିଗ ବସଙ୍କ ନକଲ କଲେ ସଦ୍ଧାର୍ଥ, ହସିଲେ ପ୍ରତିଯୋଗୀ

ସୋସିଆଲ ମିଡିଆରେ ଜାରି ହୋଇଯାଇଛି ବିଗ ବସ 13ର ଅପକମିଂ ଏପିସୋଡର ପ୍ରୋମୋ । ସବୁବେଳେ ରାଗୁଥିବା ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲା ଏବେ କମେଡି କରି ସମସ୍ତଙ୍କୁ ଖୁବ୍ ହସାଇଛନ୍ତି ।

sidharth shukla
ଫଟୋ ସୌଜନ୍ୟ: ଟ୍ବିଟର@କଲର୍ସ ଚ୍ୟାନେଲ
author img

By

Published : Feb 8, 2020, 6:29 AM IST

ମୁମ୍ବାଇ: ବିଗ ବସ ସିଜନ 13ର ଗ୍ରାଣ୍ଡ ଫିନାଲେକୁ ଆଉ ଗୋଟିଏ ସପ୍ତାହ ବାକି ଅଛି । ଶୋରେ ଦିନକୁ ଦିନ ରୋମାଞ୍ଚ ବଢିଚାଲିଛି । ଏବେ ବିଗ ବସ ହାଉସରେ 7 ପ୍ରତିଯୋଗୀ ଅଛନ୍ତି । ଏହି ପ୍ରତିଯୋଗୀଙ୍କ ମଧ୍ୟରୁ 2 ପ୍ରତିଯୋଗୀଙ୍କୁ ଏଥର ‘ୱିକେଣ୍ଡ କା ୱାର’ ଏପିସୋଡରେ ବାହାର କରାଯିବାର ସମ୍ଭାବନା ଅଛି । ଏବେ ଶୋରେ ଲଡେଇ ଝଗଡା କମ ହୋଇଯାଇଛି ଆଉ ପ୍ରତିଯୋଗୀଙ୍କ ମଜାମସ୍ତି ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଟ୍ବିଟର@କଲର୍ସ ଚ୍ୟାନେଲ

ଇତିମଧ୍ୟରେ ଅପକମିଂ ଏପିସୋଡର ଏକ ପ୍ରୋମୋ ଭିଡିଓ ଜାରି ହୋଇଯାଇଛି । ଯେଉଁଥିରେ ଏଙ୍ଗ୍ରୀମ୍ୟାନ ସିଦ୍ଧାର୍ଥ ଶୁକ୍ଲା ବିଗ ବସଙ୍କ ମିମିକ୍ରି କରୁଥିବାର ନଜର ଆସୁଛନ୍ତି । ଲିଭିଂ ରୁମରେ ବସିଥିବା ପ୍ରତିଯୋଗୀ ଆରତି ସିଂ, ରଶ୍ମି ଦେସାଇ ଓ ମାହିରା ଶର୍ମା ତାଙ୍କର ଏପରି ଅବତାର ଦେଖି ଖୁବ୍ ହସୁଥିବାର ଦେଖାଯାଉଛନ୍ତି ।

ସିଦ୍ଧାର୍ଥ ବିଗ ବସଙ୍କ ସ୍ବରରେ କଥା ହୋଇ ପ୍ରତିଯୋଗୀଙ୍କୁ ନୂଆ ଟାସ୍କ ଦେଉଛନ୍ତି । ଆଉ ସମସ୍ତଙ୍କ ମଜାକ ମଧ୍ୟ କରିଛନ୍ତି । ସିଦ୍ଧାର୍ଥଙ୍କ କମେଡି ଜରିଆରେ ବିଗ ବସ ହାଉସର ପରିବେଶ ଏଣ୍ଟରଟେନିଂ ହୋଇଯାଇଛି । ଆପଣ ମଧ୍ୟ ଦେଖନ୍ତୁ ସିଦ୍ଧାର୍ଥଙ୍କ ମସ୍ତିଭରା ଅନ୍ଦାଜ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.