ETV Bharat / sitara

ତାମିଲ ଆକ୍ଟର ମାରାନଙ୍କ ଦେହାନ୍ତ

author img

By

Published : May 12, 2021, 11:38 AM IST

ତାମିଲ ଇଣ୍ଡଷ୍ଟ୍ରିରେ ପୁଣି ଶୋକର ଛାୟା । ଆଖି ବୁଜିଲେ ସପୋର୍ଟିଂ ଆକ୍ଟର ମାରାନ । ଅଧିକ ପଢନ୍ତୁ...

ତାମିଲ ଆକ୍ଟର ମାରାନଙ୍କ ଦେହାନ୍ତ
ତାମିଲ ଆକ୍ଟର ମାରାନଙ୍କ ଦେହାନ୍ତ

ହାଇଦ୍ରାବାଦ: ‘ଘିଲି’ ଏବଂ ‘କୁରୁଭି’ ପରି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ମାରାନଙ୍କର ଆଜି ସକାଳେ କୋଭିଡ -19ରେ ମୃତ୍ୟୁ ଘଟିଛି। ଚିକିତ୍ସା ପାଇଁ ତାଙ୍କୁ ଦୁଇ ଦିନ ପୂର୍ବରୁ ଚେଙ୍ଗଲପେଟ୍ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବୁଧବାର ସେ ଏହି ରୋଗରେ ପୀଡିତ ହୋଇଥିଲେ। ମୃତ୍ୟୁ ସମୟରେ ସେ 48 ବର୍ଷର ହୋଇଥିଲେ। ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମାରାନଙ୍କ ମୃତ୍ୟୁକୁ ନେଇ ଶୋର ଛାୟା ।

ମାରାନ ଚେଙ୍ଗାଲପେଟ ଜିଲ୍ଲାର ନାଥଥମରୁ ବାସିନ୍ଦା। ସେ କୋରୋନା ପଜିଟିଭ ବାହାରିବା ପରେ ତାଙ୍କୁ ଘର ନିକଟସ୍ଥ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ପରିଶେଷରେ କୋରୋନା ଚାଲିଗଲା ତାଙ୍କ ଜୀବନ ।

ପ୍ରକାଶ ଥାଉକି ଦିନକୁ ଦିନ ବଢିଚାଲିଛି ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ମାରାନଙ୍କ ପୂର୍ବରୁ କୋରୋନା ନେଇସାରିଲାଣି ଅନେକ କଳାକାରଙ୍କ ଜୀବନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.