ETV Bharat / sitara

Bigg Boss ୧୫: ରିତେଶଙ୍କୁ ସନ୍ଦେହ କଲେ ରାକ୍ଷୀ - ବିଗବସ ୧୫

ନବମ ଉଇକ ଏଣ୍ଡ କାବାରରେ ଦୁଃଖି ହେଲେ ରାକ୍ଷୀ । ରିତେଶଙ୍କ ଚରିତ୍ରକୁ ନେଇ ରଶ୍ମୀଙ୍କ ସହ ସେୟାର କଲେ ଇମୋସନ । ଅଧିକ ପଢନ୍ତୁ

Bigg Boss ୧୫:  ରିତେଶଙ୍କ ଚରିତ୍ରକୁ ସନ୍ଦେହ କଲେ ରାକ୍ଷୀ

author img

By

Published : Dec 12, 2021, 2:15 PM IST

ମୁମ୍ବାଇ: ବିଗବସ ୧୫( Bigg Boss 15)ରେ ଏବେ ପ୍ରିତିଦିନ କିଛିନା କିଛି ନୂଆ ଦେଖିବାକୁ ମିଳଛି । ପୁଣି ଥରେ ଗିଗବସର ୧୫ରେ ରାକ୍ଷୀ ସାଓ୍ବାନ୍ତ ଓ୍ବାଲ୍ଡି କାର୍ଡ ଏଣ୍ଟ୍ରି କରିବା ପରେ ପ୍ରତିଦିନ ଭିନ୍ନ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । ରାକ୍ଷୀଙ୍କ କିଛି ହରକତ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ତେବେ ରାକ୍ଷୀ ତାଙ୍କ ସ୍ବାମୀ ରିତେଶଙ୍କୁ ନେଇ ମଧ୍ୟ ଖୁବ ଖୁସି ଅଛନ୍ତି । କିନ୍ତୁ ଏବେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ନେଇ ସନ୍ଦେହ ଉପୁଜିଛି ।

ଗତକାଲି ନବମ ଉଇକ ଏଣ୍ଡ କାବାର ଥିବା ବେଳେ ରିତେଶଙ୍କୁ ନେଇ ଇମୋସନ ହୋଇଛନ୍ତି ରାକ୍ଷୀ (Rrakhi-Ritesh relationship) । ନିଜ ଇମୋସନକୁ ସେ ରଶ୍ମୀ ଦେସାଇଙ୍କୁ ସେୟାର କରିଛନ୍ତି । ଯେଉଁଥିରେ ରାକ୍ଷୀ ଦୁଃଖି ଥିବା ମଧ୍ୟ ଦେଖିବାକୁ ମିଳିଛି । ରିତେଶଙ୍କୁ ବିବାହ ପୂର୍ବରୁ ସେ ତାଙ୍କ ବିଷୟରେ କିଛି ଅବଗତ ନଥିବା କହିଛନ୍ତି ଏବଂ ରିତେଶଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ରାକ୍ଷୀ କହିଛନ୍ତି ସେ ସେଠାରେ ଭଲ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ମୋ ସହ ବି । କିନ୍ତୁ ଏହା କିପରି ସମ୍ଭବ ବୋଲି ରାକ୍ଷୀ ରଶ୍ମୀଙ୍କୁ କହିଛନ୍ତି ।

ତେବେ ବିଗବସ ଶୋରେ ଆଗକୁ କଣ ହେବ ରାକ୍ଷୀ ଓ ରିତେଶଙ୍କ ସମ୍ପର୍କ ତାହା ଆଗାମୀ ସପ୍ତାହରେ ହିଁ ଜଣାପଡିବ । ଗତକାଲି ଉଇକଏଣ୍ଡରେ ସଲମାନ ଖାନଙ୍କ ବଦଳରେ ହୋଷ୍ଟ କରିଥିଲେ ଫରାହ ଖାନ । ସୁଟିଂକୁ ନେଇ ସଲମାନ ଗତକାଲି ଶୋ କୁ ଆସିପାରିନଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.