ETV Bharat / sitara

ଓସ୍କାର 2020: ଶ୍ରେଷ୍ଠ ଫିଲ୍ମ ‘ପାରାସାଇଟ’, ଶ୍ରେଷ୍ଠ ଅଭିନେତା ଜାକିନ ଫୋନିକ୍ସ - ବେଷ୍ଟ ଆନିମେଟିଡ ଫିଲ୍ମ ଟୟ ଷ୍ଟୋରି 4

ଦୁନିଆର ସବୁଠାରୁ ପ୍ରତିଷ୍ଠିତ ଫିଲ୍ମ ଆୱାର୍ଡ ତଥା 92ତମ ଓସ୍କାର ଆୱାର୍ଡର ଆୟୋଜନ ଆମେରିକାର ଲସ ଆଞ୍ଜେଲସରେ ସ୍ଥିତ ଡଲବି ଥିୟଟରରେ ଆୟୋଜିତ ହୋଇଯାଇଛି । ଏହି ଇଭେଣ୍ଟରେ 2019ରେ ରିଲିଜ ହୋଇଥିବା ଅନେକ ଫିଲ୍ମକୁ ନୋମିନେସନ ଆଧାରରେ ଆୱାର୍ଡ ଦିଆଯାଇଛି ।

oscars winners 2020
ଡିଜାଇନ ଫଟୋ
author img

By

Published : Feb 10, 2020, 1:41 PM IST

Updated : Feb 10, 2020, 1:50 PM IST

ମୁମ୍ବାଇ: ଫିଲ୍ମ ଦୁନିଆରେ ଆଜି ସମସ୍ତଙ୍କ ନଜର ଓସ୍କାର ବିଜେତାଙ୍କ ନାମ ଉପରେ ଅଟିକି ଯାଇଛି । ଗତ ରାତିରେ ଆୟୋଜିତ ହୋଇଯାଇଛି 92ତମ ଏକାମେଡି ଆୱାର୍ଡ୍ସ 2020 । ଆଉ ସାମ୍ନାକୁ ଆସିଯାଇଛି ବିଜେତା ତାଲିକା। ଯେଉଁଠାରେ ଜୋକିନ ଫିନିକ୍ସଙ୍କୁ ‘ଜୋକର’ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ପୁରସ୍କାର ମିଳିଛି । ସେହିଠାରେ ‘ପାରାସାଇଟ’କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି । ତେବେ ଆସନ୍ତୁ ନଜର ପକାଇବା ବିଜେତା ତାଲିକା ଉପରେ...

ଭିଡିଓ ସୌଜନ୍ୟ:ଟ୍ବିଟର@ଦ ଏକାଡେମି
  • ବେଷ୍ଟ ଆକ୍ଟର-ଜୋକିନ ଫୋନିକ୍ସ(ଜୋକର)
  • ବେଷ୍ଟ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ-(ପାରାସାଇଟ)
  • ବେଷ୍ଟ ଓରିଜିନାଲ ସ୍କୋର-(ଜୋକର)
  • ବେଷ୍ଟ ଓରିଜିନାଲ ସଙ୍ଗ-‘ଆୟ ଏମ ଗୋନା ଲଭ ମି ଅଗେନ’(ରକେଟମ୍ୟାନ)
  • ବେଷ୍ଟ ଡାଇରେକ୍ଟର- ୱାଗ୍ନ ଜୁନ ହୋ(ପାରାସାଇଟ)
  • ବେଷ୍ଟ ଆକ୍ଟର- ସୋପର୍ଟିଂ ରୋଲ- ବ୍ରାଡ ପିଟ
  • ବେଷ୍ଟ ଆନିମେଟିଡ ଫିଲ୍ମ- (ଟୟ ଷ୍ଟୋରି 4)
  • ବେଷ୍ଟ ଆନିମେଟିଡ ସଟ ଫିଲ୍ମ-(ହେୟାର ଲଭ)
  • ବେଷ୍ଟ ଓରିଜିନାଲ ସ୍କ୍ରିନପ୍ଲେ-(ପାରାସାଇଟ)
  • ବେଷ୍ଟ ଆଡପ୍ଟେଡ ସ୍କ୍ରିନପ୍ଲେ- (ଜୋଜ ରାବିଟ)
  • ବେଷ୍ଟ ଫିଲ୍ମ- (ପାରାସାଇଟ)
  • ବେଷ୍ଟ ଲାଇଭ ଆକ୍ସନ ସଟ ଫଇଲ୍ମ- (ଦ ନେବର୍ସ ୱିଣ୍ଡୋ)
  • ବେଷ୍ଟ ଡକ୍ୟୁମେଣ୍ଟ୍ରି ଫିଚର- (ଆମେରିକାନ ଫ୍ୟାକ୍ଟ୍ରି)
  • ବେଷ୍ଟ ଡକ୍ୟୁମେଣ୍ଟ୍ରି- ସଟ ସବଜେକ୍ଟ- ‘ଲର୍ଣ୍ଣିଂ ଟୁ ସ୍କେଟବୋର୍ଡ ଇନ ଏ ୱାରଜୋନ’(ଇମ ୟୁ ଆର ଏ ଗାର୍ଲ)
  • ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ- ଲାରା ଡର୍ଣ୍ଣ
  • ବେଷ୍ଟ ସାଉଣ୍ଡ ଏଡିଟିଂ- ଡୋନାଲ୍ଡ ସିଲଭେଷ୍ଟର(ଫୋର୍ଡ ଭସେସ ଫରାରୀ)
  • ବେଷ୍ଟ ଆକ୍ଟ୍ରେସ- ରିନି ଜଲଭେଗର
  • ବେଷ୍ଟ ସାଉଣ୍ଡ ମିକ୍ସିଂ-(1917)
  • ବେଷ୍ଟ ସିନେମେଟୋଗ୍ରାଫି-‘1917’(ରଜର ଡିକିନ୍ସ)
  • ବେଷ୍ଟ ଫିଲ୍ମ ଏଡିଟିଂ- ‘ଫୋର୍ଡ ଭସେସ ଫରାରୀ’(ମାଇକଲ ମ୍ୟାକସ୍କର ଓ ଏଣ୍ଡ୍ରୟୁ ବକଲ୍ୟାଣ୍ଡ)
  • ବେଷ୍ଟ ଭିଜୁଆଲ ଇଫେକ୍ଟସ- ‘1917’
  • ବେଷ୍ଟ ମେକଅପ ଓ ହେୟାରଷ୍ଟାଇଲ-ବମ୍ବସୋଲ(କାଜୁ ହିରୋ, ଏନେ ମାର୍ଗନ, ବିବିୟୟ ବେକର)

Intro:Body:

SDF

Conclusion:
Last Updated : Feb 10, 2020, 1:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.