ETV Bharat / sitara

ସରିଲା ଚଳଚ୍ଚିତ୍ର 'ଫ୍ରମ ମି ଟୁ ୟୁ'ର ସୁଟିଂ

ଶେଷ ହେଲା ଚଳଚ୍ଚିତ୍ର 'ଫ୍ରମ ମି ଟୁ ୟୁ'ର ସୁଟିଂ । ଖୁବଶୀଘ୍ର ଏହି ଚଳଚ୍ଚିତ୍ର ଜରିଆରେ ଦର୍ଶକଙ୍କୁ ମଜାଦାର କାହାଣୀ ପରଦାରେ ଦେଖିବାକୁ ମିଳିବ ।

author img

By

Published : Jul 12, 2019, 7:46 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରିସ୍ତା ୱେବ ଏଣ୍ଟରଟେନମେଣ୍ଟ ବ୍ୟାନରେ ତିଆରି ହୋଇଥିବା ଚଳଚ୍ଚିତ୍ର 'ଫ୍ରମ ମି ଟୁ ୟୁ' ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଛି । ଯାହାର ସୁଟିଂ ଗତ କାଲି ଶେଷ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ମଜାଦାର ଡ୍ରାମା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ହେମନ୍ତ କୁମାର ସାହୁ ତୁଲାଇଛନ୍ତି ଥିବା ବେଳେ ସହ-ନିର୍ଦ୍ଦେଶକ ରୂପେ କାମ କରିଛନ୍ତି ଅଶ୍ବନି ଗଡନାୟକ । ଚଳଚ୍ଚିତ୍ରରେ ମ୍ୟୁଜିକର ତଡକା ଲଗାଇଛନ୍ତି ପ୍ରେମ ଆନନ୍ଦ ।

'ଫ୍ରମ ମି ଟୁ ୟୁ' ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଜ୍ୟୋତି ଓ ଅମ୍ଲନ । ପରଦାରେ ଦର୍ଶକ ଏହି ଦୁଇ ଅଭିନେତାଙ୍କ ମଜାଦାର କମେଡି ମଧ୍ୟ ଦେଖିବାକୁ ପାଇବେ । ସେହିପରି ତାଙ୍କ ସହ ରୋମାନ୍ସ କରୁଥିବାର ଦେଖାଯିବେ ଅଭିନେତ୍ରୀ ଶ୍ରଦ୍ଧା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବହୁ ଶୀଘ୍ର ବଡ଼ ପରଦା କୁ ଆସିବ ଫ୍ରର୍ମ ମି ଟୁ ୟୁ

Body:ରିସ୍ତା ୱବ ଏଣ୍ଟରଟେଂମେଣ୍ଟ ବ୍ୟାନର ତଳେ ନିର୍ମିତ ଫିଲ୍ମ ଫ୍ରର୍ମ ମି ଟୁ ୟୁ ବହୁ ଶ୍ରୀଘ ବଡ଼ ପରଦା କୁ ଆସିବ।ଯାହାର ସୁଟିଙ୍ଗ ଗତ କାଲି ଶେଷ ହୋଇଥିବା ବେଳେ ଚଳଚିତ୍ର କୁ ନିର୍ଦେଶନା ଦେଇଛନ୍ତି ହେମନ୍ତ କୁମାର ସାହୁ ଓ ସହ ନିର୍ଦେଶକ ଅଶ୍ୱନି ଗଡ଼ନାୟକ । ଚଳଚିତ୍ର ରେ ଦୁଇ ଦୁଇଟି ମୁଖ୍ୟ ଅଭିନେତା ଜ୍ୟୋତି ଓ ଅମ୍ଲନ ଥିବା ବେଳେ ଅଭିନେତ୍ରୀ ଶ୍ରଦ୍ଧା ନଜର ଆସିବେ। ଅନେକ ଗୁଡିଏ ଫିଲ୍ମ ରେ ଦର୍ଶକ ଙ୍କ ମନ ମେହିବ ବୋଲି ଅଭିନେତା ଜ୍ୟୋତି କହିଥିବା ବେଳେ ମ୍ୟୁଜିକ ଦାଇତ୍ୱ ତୁଲାଇଛନ୍ତି ପ୍ରେମ ଆନଂଦ ସମ୍ଭାଳିଛନ୍ତି।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.