ETV Bharat / sitara

‘ଆୟା ପ୍ୟାର କା ୟେ ମୌସମ’ର ଶୁଭମୁହୁରତ

ରାଧା କ୍ରିଏସନରେ ରିଲିଜ ହେବ ଓଡିଆ ଫିଲ୍ମ ‘ଆୟା ପ୍ୟାର କା ୟେ ମୌସମ’ । ଫିଲ୍ମର କାହାଣୀ ଲେଖିଛନ୍ତି ଡ଼ ନିର୍ମଳ ନାୟକ ।

author img

By

Published : Jul 13, 2019, 10:43 PM IST

Updated : Jul 13, 2019, 11:40 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଧା କ୍ରିଏସନ ବ୍ୟାନରରେ ତିଆରି ହେବ ଫିଲ୍ମ ‘ଆୟା ପ୍ୟାର କା ୟେ ମୌସମ’। ଆଜି (13 ଜୁଲାଇ) ଫିଲ୍ମର ଶୁଭମୁହୁରତ ହୋଇଛି । ଫିଲ୍ମରେ ନବାଗତ ହିରୋ ରିଷିବ ପଟ୍ଟନାୟକ ନଜର ଆସିବେ । ରିଷିବ ପୂର୍ବରୁ ଅନେକ ଗୁଡିଏ କ୍ଷୁଦ୍ର ଚଳଚିତ୍ରରେ ନଜର ଆସିଥିବା ବେଳେ ପ୍ରଥମ ଥର କରି ବଡ଼ ପରଦାରେ ଡେବ୍ୟୁ କରିବେ ।

କାହାଣୀ ଡ଼ ନିର୍ମଳ ନାୟକ ଲେଖିଥିବା ବେଳେ ମ୍ୟୁଜିକ ଦେଇଛନ୍ତି ବୈଦ୍ୟନାଥ ଓ ନିଜ କଣ୍ଠର ଯାଦୁ ଚଲାଇଛନ୍ତି ଗାୟିକା ପୂଜା । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏସ ଶେଖର । ତେବେ ମୁହୁରତରେ ଅଭିନେତ୍ରୀ ଭୂମିକା ଯୋଗ ଦେଇ ଫିଲ୍ମ ପାଇଁ ଶୁଭେଚ୍ଛା ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ମୁହୂରତ ହେଲା ଫିଲ୍ମ ଆୟା ପ୍ୟାର କା ୟେ ମୌସମ

Body:ମୁହୂରତ ହେଲା ଫିଲ୍ମ ଆୟା ପ୍ୟାର କା ୟେ ମୌସମ,

ଶ୍ରୀ ରାଧା କ୍ରିଏସନ ବ୍ୟାନର ତଳେ ତିଆରି ହେବ ଫିଲ୍ମ ଆୟା ପ୍ୟାର କା ୟେ ମୌସମ। ଆଜି ଫିଲ୍ମ ର ଶୁଭମୁହୂରତ ହୋଇଥିବା ବେଳେ ଫିଲ୍ମ ରେ ନବାଗତ ହିରେ ରିଷିବ ପଟନାୟକ ନଜର ଆସିବେ। ରିଷିବ ପୂର୍ବରୁ ଅନେକ ଗୁଡିଏ କ୍ଷୁଦ୍ର ଚଳଚିତ୍ର ରେ ନଜର ଆସିଥିବା ବେଳେ ପ୍ରଥମ ଥର କରି ବଡ଼ ପରଦା ରେ ନଜର ଆସିବେ। କାହାଣୀ ଲେଖିଛନ୍ତି ଡ଼ ନିର୍ମଳ ନାୟକ, ମ୍ୟୁଜିକ ଦେଇଛନ୍ତି ବୈଦ୍ୟନାଥ,କଣ୍ଠ ଦାନ ଗାୟିକା ପୂଜା ଦେଇ ଥିବା ବେଳେ ଚଳଚ୍ଚିତ୍ର କୁ ନିର୍ଦେଶନା ଦେଇଛନ୍ତି ଏସ ଶେଖର। ଅନ୍ୟପଟେ ଆଜି ଅଭିନେତ୍ରୀ ଭୂମିକା ଏହି ମୁହୂରତ ରେ ଯୋଗ ଦେଇ ଶେବେଛା ଦେଇ ଥିଲେ।

ବାଇଟ ରିଷିବ ପଟନାୟକ
ବାଇଟ ଭୂମିକା ଅଭିନେତ୍ରୀ
ବାଇଟ ଗାୟିକା ପୂଜା

Conclusion:
Last Updated : Jul 13, 2019, 11:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.