ETV Bharat / sitara

ହିନ୍ଦୀ ମ୍ୟୁଜିକ ଭିଡିଓରେ ଜଲୱା ଦେଖାଇବେ ଓଡିଆ କଳାକାର

ରିଲିଜ ହେଲା ‘ହମସଫର’ ମ୍ୟୁଜିକ ଆଲବମ । ରୋମାଣ୍ଟିକ ଅନ୍ଦାଜରେ ନଜର ଆସିବେ ନବାଗତ ଅଭିନେତା ମହାପ୍ରାସଦ ଓ ଅଭିନେତ୍ରୀ ସୋମ୍ୟା ।

author img

By

Published : Aug 23, 2019, 11:34 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଡ଼ିଆ ସଙ୍ଗୀତକାର ଓ ଓଡ଼ିଆ କଳାକାରଙ୍କୁ ନେଇ ନିର୍ମାଣ ହୋଇଥିବା ରୋମାଣ୍ଟିକ ହିନ୍ଦୀ ମ୍ୟୁଜିକ ଭିଡିଓ ‘ହମସଫର’ ରିଲିଜ ହୋଇଯାଇଛି । ଏଥିରେ ନବାଗତ ଅଭିନେତା ମହାପ୍ରସାଦ ସହ ଅଭିନେତ୍ରୀ ସୋମ୍ୟା ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ।

ଜି ମ୍ୟୁଜିକ ଓ ଅଧିରା ଫିଲ୍ମସର ମିଳିତ ଉଦ୍ୟମରେ ନିର୍ମିତ ହୋଇଥିବା ଏହି ଭିଡିଓ ଦେବାଶିଷ ମହାରଣାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ବେଳେ ଏଥିରେ ଗୀତ ରଚନା ଧର୍ମେନ୍ଦ୍ର ଓ ମୃତ୍ୟୁଞ୍ଜୟ ମିଶ୍ର କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସଙ୍ଗୀତ ନିର୍ଦ୍ଦେଶନା ସୁଶୀଲ ଦଳାଇ ଦେଇଥିବା ବେଳେ ଏଥିରେ ସେ ନିଜେ ମଧ୍ୟ କଣ୍ଠଦାନ କରିଛନ୍ତି । ଏହି ମ୍ୟୁଜିକ ଭିଡିଓଟି ଆଜିକାଲି ଯୁବପିଢ଼ିଙ୍କୁ ଦେଖି ନିର୍ମାଣ କରାଯାଇଛି । ଏଥିରେ ଅଭିନୟ କରିଥିବା ଓଡ଼ିଆ କଳାକାର ମହାପ୍ରସାଦ ଓ ସୌମ୍ୟାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିବେ ବୋଲି ଦେବାଶିଷ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଉକ୍ତ ସଂଗୀତ ଭିଡ଼ିଓର ପ୍ରଯୋଜନା ଭାର ଜୁମ ମହାପାତ୍ର ସମ୍ଭାଳି ଥିବା ବେଳେ ଏହା ପାରାଦ୍ବୀପ, କଟକ, ଭୁବନେଶ୍ବର ଓ ପୁରୀର ମନୋରମ ଲୋକେସନରେ ସୁଟିଂ କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଆ ସଙ୍ଗୀତକାର ଓ ଓଡ଼ିଆ କଳାକାରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ରୋମାଣ୍ଟିକ ହିନ୍ଦୀ ମ୍ୟୁଜିକ ଭିଡିଓ "ହମସଫର"ର ଶୁଭ ଲୋକାର୍ପଣ ସ୍ଥାନୀୟ ଏକ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି।

Body:ଜି ମ୍ୟୁଜିକ ଓ ଅଧିରା ଫିଲ୍ମସର ମିଳିତ ଉଦ୍ୟମରେ ନିର୍ମିତ ହୋଇଥିବା ଏହି ଭିଡିଓ ଦେବାଶିଷ ମହାରଣାଙ୍କ ନିର୍ଦେଶନା ରେ ନିର୍ମିତ ହୋଇଥିବା ବେଳେ ଏଥିପାଇଁ ଗୀତ ରଚନା ଧର୍ମେନ୍ଦ୍ର ଏହେସାଶ ଓ ମୃତ୍ୟୁଞ୍ଜୟ ମିଶ୍ର କରିଥିବା ବେଳେ ଏଥିରେ ସଙ୍ଗୀତ ନିର୍ଦେଶନା ସୁଶୀଲ ଦଳାଇ ଦେଇଥିବା ବେଳେ ଏଥିରେ ସେ ନିଜେ ମଧ୍ୟ କଣ୍ଠଦାନ କରିଛନ୍ତି।ଏହି ମ୍ୟୁଜିକ ଭିଡିଓ ଟି ଆଜିକାର ଯୁବପୀଢ଼ିଙ୍କୁ ଦେଖି ନିର୍ମିତ ହୋଇଥିବା ବେଳେ ଏଥିରେ ଓଡ଼ିଆ ଅଭିନୟ କରିଥିବା ଓଡ଼ିଆ କଳାକାର ମହାପ୍ରସାଦ ଓ ସୌମ୍ୟାଙ୍କ ଅଭିନୟ ସେମାନଙ୍କୁ ଖୁବ ପସନ୍ଦ ଆସିବ ବୋଲି ନିର୍ଦେଶନା ଭାର ସମ୍ଭାଳିଥିବା ଦେବାଶିଷ ପ୍ରକାଶ କରିଛନ୍ତି।
ଉକ୍ତ ସଂଗୀତଭିଡ଼ିଓ ର ପ୍ରଯୋଜନା ଭାର ଜୁମ ମହାପାତ୍ର ସମ୍ଭାଳି ଥିବା ବେଳେ ଏହା କଟକ ,ଭୁବନେଶ୍ୱର ଓ ପୁରୀର ମନୋରମ ଲୋକେସନ ରେ ସୁଟିଙ୍ଗ ହୋଇଥିବା ଜଣାପଡିଛି।

ବାଇଟ-ଦେବାଶିଷ ମହାରଣା-ନିର୍ଦେଶକ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.