ETV Bharat / sitara

ଭୁବନେଶ୍ବରରେ ସୋନମ, ଓଡ଼ିଶୀ ନୃତ୍ୟ ମାୟାରେ ବାୟା

author img

By

Published : Sep 2, 2019, 6:32 PM IST

Updated : Sep 2, 2019, 8:59 PM IST

ଏକ ଗହଣା ଦୋକାନର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ସୋନମ କପୁର । ଯାହାକୁ ନେଇ ସେ ନିଜ ଖୁସି ଜାହିର କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବଲିଉଡ ଡିଭା ସୋମନ କପୁର ଆଜି ଭୁବନେଶ୍ବର ପହଞ୍ଚିଛନ୍ତି । ତାଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ପ୍ରଥମଥର ସୋନମଙ୍କୁ ଓଡ଼ିଶାରେ ଦେଖି ଫ୍ୟାନ୍ସ ବି ବେଶ ଖୁସି ହୋଇଯାଇଛନ୍ତି । ଆଉ ବିମାନ ବନ୍ଦର ପାଖରେ ଜମିଥିଲା ଫ୍ୟାନ୍ସଙ୍କ ଗହଳି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏକଗହଣା ଦୋକାନର ଉଦଘାଟନ ଉତ୍ସବରେ ଯୋଗ ଦେଇଛନ୍ତି ସୋନମ । ପ୍ରଥମଥର ଭୁବନେଶ୍ବର ଆସିଥିବାରୁ ଖୁସି ମଧ୍ୟ ପ୍ରକାଶ କରିଛନ୍ତି ସୋନମ । ଓଡିଶୀ ନୃତ୍ୟ, ସଂସ୍କୃତିକୁ ବେଶ ପସନ୍ଦ କରନ୍ତି ସୋନମ । ଓଡିଶା ବାସୀଙ୍କୁ ସେ ଭଲ ପାଆନ୍ତି ବୋଲି କହିଛନ୍ତି । ଉଦଘାଟନରେ ନିଜ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପ୍ରମୋଶନ ମଧ୍ୟ କରିଥିଲେ ।

ପ୍ରକାଶ ଥାଉକି ନିକଟରେ ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କ ସହ ସାଉଥର ଲୋକପ୍ରିୟ ଅଭିନେତା ଦିଲକର ସଲମାନ ନଜର ଆସିଛନ୍ତି । ଫିଲ୍ମଟି ଏକ ବାସ୍ତବ କାହାଣୀକୁ ନେଇ ଆଧାରିତି । ‘ଦ ଜୋୟା ଫ୍ୟାକ୍ଟର’ ଏମାସ 20ରେ ରିଲିଜ ହେବାକୁ ଯାଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ରେ ବଲିଉଡ ଅଭିନେତ୍ରୀ ସୋନମ କାପୁର ।ଆଜି ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିବା ପରେ Body:ଏକ
ଗହଣା ଦୋକାନ ର ଉଦଘାଟନ ଉତ୍ସବ ରେ ଯୋଗଦେବେ ରହିଛି ସୋନମ୍ କାପୁର ।ବିମାନ ବନ୍ଦର ରେ ସୋନମ୍ କାପୁର ଙ୍କୁ ଦେଖିବାକୁ ଭିଡ ଲାଗିଥିଲା ।Conclusion:ତାଙ୍କୁ ଏକ ସ୍ଵତନ୍ତ୍ର ସୁରକ୍ଷା ଭିତରେ କର୍ଡନ କରିନିଆଯାଇଛି ।ପ୍ରଥମ ଥର ଭାବେ ଭୁବନେଶ୍ୱର ଆସିଥିବାରୁ ନିଜର ଖୁସି ଜାହିର କରିଛନ୍ତି ବଲିଉଡ ହିରୋଇନ ସୋନମ କପୁର ।
Last Updated : Sep 2, 2019, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.