ETV Bharat / sitara

ଭେଣ୍ଟିଲେଟରରେ ଅଭିନେତା ସୌମିତ୍ର - ଅଭିନେତା ସୌମିତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ନ୍ୟୁଜ

ବିଗିଡିବାରେ ଲାଗିଛି ଫେମସ ଅଭିନେତା ସୌମିତ୍ରଙ୍କ ସ୍ବାସ୍ଥ୍ୟବସ୍ଥା। କିଛି ଦିନରୁ ଚାଲିଛି ତାଙ୍କ ଚିକିତ୍ସା । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 13, 2020, 5:56 PM IST

ମୁମ୍ବାଇ: ଲୋକପ୍ରିୟ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପ୍ରଶଂସକଙ୍କ ପାଇଁ ନୈରାଶ୍ୟଜନକ ଖବର । ନିକଟରେ କୋରୋନା ସଂକ୍ରିମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବ୍ୟସ୍ଥା ବିଗିଡିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ହୋଇନାହିଁ ବୋଲି ଡାକ୍ତର କହିଛନ୍ତି ।

ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ରକ୍ତରେ ସୋଡିୟମ ଏବଂ ପୋଟାସିୟମର ସ୍ତର ପରିବର୍ତ୍ତନ ହେବାରେ ଲାଗିଛି ବୋଲି ହସ୍ପିଟାଲ ଟିମ ପକ୍ଷରୁ କୁହାଯାଇଛି ।

ପ୍ରକାଶ ଥାଉକି ଗତ 5 ତାରିଖରେ ସେ କୋଭିଡ -19 ପଜିଟିଭ ଚିହ୍ନଟ ହେବାର ଗୋଟିଏ ଦିନ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେତେବେଳେ ତାଙ୍କ ଅବସ୍ଥା ସ୍ଥିର ଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.