ETV Bharat / sitara

ଜୋକରଙ୍କ ପାଇଁ 8 ମିନିଟ ଷ୍ଟାଡିଂ ଓଭେସନ

ଜୋକରକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ଏକ ଫିଲ୍ମ ଫେଷ୍ଟିଭାଲରେ ଜୋକରଙ୍କ ପାଇଁ ପ୍ରାୟ 8ମିନିଟ ଠିଆ ହୋଇ ଷ୍ଟାଡିଂ ଓଭେସନ ଦେଇଛନ୍ତି ଉପସ୍ଥିତ ଦର୍ଶକ ।

author img

By

Published : Sep 3, 2019, 3:05 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଜୋଆକିନ ଫୋନେଇକ୍ସଙ୍କ କମିକ୍ ଫିଲ୍ମ ‘ଜୋକର’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ତେବେ ଫିଲ୍ମର ରିଲିଜ ପୂର୍ବରୁ ଭେନିକ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଏହାକୁ ପ୍ରଦର୍ଶନ କରାଯାଇଛି । ଫିଲ୍ମଟି ଉପସ୍ଥିତ ଦର୍ଶକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଛି ଯେ, ପ୍ରାୟ 8ମିନିଟ ଠିଆ ହୋଇ ଷ୍ଟାଡିଂ ଓଭେସନ ଦିଆଯାଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଫିଲ୍ମର ଶେଷରେ ଫୋନେଇକ୍ସଙ୍କ ନାମ ଆସିବା ପରେ ତାଳିରେ ଗୁଞ୍ଜି ଉଠିଥିଲା ସମ୍ପୂର୍ଣ୍ଣ ଅଡିଟୋରିୟମ । ଏହି ଭିଡିଓକୁ ଅନଲାଇନ ସେୟାର କରାଯାଇଛି । ଫିଲ୍ମକୁ ଟୋରେଣ୍ଟ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ସ୍କ୍ରିନିଂ କରାଯାଇଛି । ଫୋନେଇକ୍ସ ମଧ୍ୟ ଜଣେ ଭଲ ନିର୍ଦ୍ଦେଶକ । ଏହାସହ ସମୀକ୍ଷକଙ୍କ ପ୍ରତିକ୍ରିୟା ମଧ୍ୟ ବେଶ ଭଲ ଦେଖିବାକୁ ମିଳିଛି । ପ୍ରାୟ 89ପ୍ରତିଶତ ଭଲ ପ୍ରତିକ୍ରିୟା ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.