ETV Bharat / sitara

ଲକଡାଇନ: ‘ମେଡ ଇନ ହେଭେନ 2’ ସ୍କ୍ରିପ୍ଟିଂରେ ବ୍ୟସ୍ତ ଜୋୟା - ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ଗଲି ବୟ

ନେଟଫ୍ଲିକ୍ସର ଫେମସ ୱେବ ସିରିଜ ‘ମେଡ ଇନ ହେଭେନ 2’ ଦେଖିବାକୁ ଦୀର୍ଘ ସମୟରୁ ବ୍ୟାକୁଳ ଦର୍ଶକ। ଯାହା ଉପରେ ବର୍ତ୍ତମାନ କାମ କରୁଛନ୍ତି ଜୋୟା ଅଖତର।

_zoya akhtar
ଡିଜାଇନ ଫଟୋ
author img

By

Published : Apr 15, 2020, 8:17 PM IST

ମୁମ୍ବାଇ: ଫେମସ ନିର୍ମାତା ଜୋୟା ଅଖତର ବଲିଉଡର ଏମିତି ନିର୍ଦ୍ଦେଶିକା, ଯିଏ ସବୁବେଳେ ଦମଦାର କଣ୍ଟେଣ୍ଟ ସହ ଦର୍ଶକଙ୍କୁ ଏଣ୍ଟରଟେନ କରିଥାଆନ୍ତି। ଗତ ବର୍ଷ ରିଲିଜ ହୋଇଥିବା ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଲି ବୟ’ ଖୁବ୍ ପ୍ରଶଂସା ପାଇବା ସହ ଅନେକ ପୁରସ୍କାର ମଧ୍ୟ ଜିତିଥିଲା। ସେହିପରି ତାଙ୍କ ଫେମସ ୱେବ ସିରିଜ ‘ମେଡ ଇନ ହେଭେନ’ ସବୁଠାରୁ ସଫଳ ସିରିଜ ମଧ୍ୟରେ ସାମିଲ। ଆଉ ଜୋୟା ଖୁବଶୀଘ୍ର ଦର୍ଶକଙ୍କୁ ସରପ୍ରାଇଜ ଦେବାକୁ ଯାଉଛନ୍ତି।

ଲକଡାଉନରେ ନିଜର ଅତିରିକ୍ତ ସମୟର ସଦୁପଯୋଗ କରୁଛନ୍ତି ଜୋୟା । ଏହି ସମୟରେ ସେ ‘ମେଡ ଇନ ହେଭେନ’ର ଦ୍ବିତୀୟ ସିଜନର ସ୍କ୍ରିପ୍ଟିଂକୁ ନେଇ ଖୁବ୍ ବ୍ୟସ୍ତ। ପ୍ରଥମ ସିଜନ ସୁପରହିଟ୍ ହୋଇଥିଲା। ଆଉ ଏବେ ଦ୍ବିତୀୟ ସିଜନ ନୂଆ ଟ୍ବିଷ୍ଟ ଆଣ୍ଡ ଟଣ୍ଣର୍ସ ସହ ପ୍ରସ୍ତୁତ ଅଛି।

ଜୋୟା ସୋସିଆଲ ମିଡିଆରେ ଏହାର ସୂଚନା ସମସ୍ତଙ୍କୁ ଦେଇଛନ୍ତି। ସେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଡେ 21 ଲକଡାଉନ। ମେଡଇନହେଭେନ ସ୍କ୍ରିପ୍ଟିଂ।’ ପ୍ରକାଶ ଥାଉକି ପ୍ରଥମ ସିଜନ ସଫଳତା ପରେ ଦର୍ଶକ ଦୀର୍ଘ ସମୟରୁ ଏହାର ଦ୍ବିତୀୟ ସିଜନ ଦେଖିବାକୁ ଅପେକ୍ଷା କରିବସିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.