ନୂଆଦିଲ୍ଲୀ: ବଲିଉଡର ଡିମ୍ପଲ ଗାର୍ଲ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଆଜି ୪୬ ତମ ଜନ୍ମଦିନ । ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁ ବଲିଉଡ ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
-
Happy birthday Pzed! Keep rocking those dimples on your cheeks 🤪 Hope you have a great year ahead, loads of love and best wishes! @realpreityzinta pic.twitter.com/HwliYKi8py
— Yuvraj Singh (@YUVSTRONG12) January 31, 2021 " class="align-text-top noRightClick twitterSection" data="
">Happy birthday Pzed! Keep rocking those dimples on your cheeks 🤪 Hope you have a great year ahead, loads of love and best wishes! @realpreityzinta pic.twitter.com/HwliYKi8py
— Yuvraj Singh (@YUVSTRONG12) January 31, 2021Happy birthday Pzed! Keep rocking those dimples on your cheeks 🤪 Hope you have a great year ahead, loads of love and best wishes! @realpreityzinta pic.twitter.com/HwliYKi8py
— Yuvraj Singh (@YUVSTRONG12) January 31, 2021
ପ୍ରୀତି ବହୁ ଦିନ ହେଲା ଫିଲ୍ମ ଜଗତରୁ ଦୁରେଇ ଯାଇଛନ୍ତି । ବର୍ତ୍ତମାନ ସେ ସ୍ବାମୀଙ୍କ ସହ ଆମେରିକାରେ ରହୁଛନ୍ତି ।
ଏବେ ପ୍ରୀତିଙ୍କ ବନ୍ଧୁ ତଥା କିଙ୍ଗ୍ସ ଏକାଦଶ ପଞ୍ଜାବର ପୂର୍ବତନ କ୍ୟାପଟେନ୍ ଯୁବରାଜ ସିଂହ ମଧ୍ୟ ତାଙ୍କୁ ଏକ ଖାସ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।
ଯୁବରାଜ ପ୍ରୀତିଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଟ୍ବିଟରେ ଲେଖିଛନ୍ତି, “ହାପି ବର୍ଥଡେ Pzed! ତମ ଗାଲରେ ଡିମ୍ପଲ୍ ସବୁବେଳେ ଏମିତି ଥାଉ । ଆଗାମୀ ବର୍ଷ ତୁମ ପାଇଁ ବହୁତ ସୁଖମୟ ହେଉ । ବହୁତ ସାରା ଭଲପାଇବା” ।
ପ୍ରୀତି ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବର ମାଲିକାଣୀ ।
ପ୍ରକାଶ ଥାଉ ଯେ, ୨୦୧୮ରେ ପ୍ରୀତିଙ୍କୁ ଶେଷଥର ପାଇଁ ଫିଲ୍ମ ‘ଭୈୟା ଜି ସୁପରହିଟ’ରେ ସନ୍ନି ଦେଓଲଙ୍କ ସହ ଦେଖିବାକୁ ମିଳିଥିଲା ।