ETV Bharat / sitara

ବିବାହ ବନ୍ଧନରେ ବାନ୍ଧି ହେଲେ ବିକ୍ରାନ୍ତ-ଶୀତଲ

author img

By

Published : Feb 19, 2022, 1:42 PM IST

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତା ବିକ୍ରାନ୍ତ ମେସୀ ଏବଂ ଗର୍ଲଫ୍ରେଣ୍ଡ ଶୀତଲ ଠାକୁର। ମୁମ୍ବାଇରେ ଦୁହେଁ ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି । ବିକ୍ରାନ୍ତ ଏବଂ ଶୀତଲଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ

ପ୍ରେମିକା ଶୀତଲ ଠାକୁରଙ୍କୁ ଜୀବନ ସାଥୀ କଲେ ବିକ୍ରାନ୍ତ ମେସୀ

ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତା ବିକ୍ରାନ୍ତ ମେସୀ ଏବଂ ଗର୍ଲଫ୍ରେଣ୍ଡ ଶୀତଲ ଠାକୁର। ମୁମ୍ବାଇରେ ଦୁହେଁ ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି । ବିକ୍ରାନ୍ତ ଏବଂ ଶୀତଲଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି । ବିବାହ ପୋଷାକରେ ଶୀତଲ ବହୁତ ସୁନ୍ଦର ଦେଖାଯାଉଛନ୍ତି । ବିକ୍ରାନ୍ତ ଏକ ଧଳା ଶେରୱାନି ପିନ୍ଧିଛନ୍ତି । ଉଭୟ ଫଟୋରେ ବହୁତ ଖୁସି ଦେଖାଯାଉଛନ୍ତି ।

ଗତ କିଛିଦିନ ପୂର୍ବରୁ ବିକ୍ରାନ୍ତ ମେସୀ ଭାଲେଣ୍ଟାଇନ ଡେରେ ଲୁଚାଛଫା ବିବାହ କରିନେଇଥିବା ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ସେତେବେଳେ ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ରେଜିଷ୍ଟାର ମ୍ୟାରେଜ କରିଥିଲେ। ୬ବର୍ଷ ଧରି ଡେଟିଂ ପରେ ସେମାନେ ୨୦୧୯ରେ ନିର୍ବନ୍ଧ କରିଥିଲେ । ଆଜି ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ପରିବାର ସଦସ୍ୟ ଏବଂ ସେମାନଙ୍କ ଅନ୍ତରଙ୍ଗ ବନ୍ଧୁ ସାମିଲ ହୋଇଥିଲେ ।

ଗତକାଲି ସକାଳେ ବିକ୍ରାନ୍ତ ଏବଂ ଶୀତଲଙ୍କ ହଳଦୀ ଉତ୍ସବର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଦୁହେଁ ଦେଶୀ ଗର୍ଲ ଗୀତରେ ଜବରଦସ୍ତ ଠୁମକା ଲଗାଇଥିଲେ । ‘ବ୍ରୋକେନ ବଟ୍‌ ବିୟୁଟିଫୁଲ’ ଓ୍ଵେବ ସିରିଜରେ ବିକ୍ରାନ୍ତ ଏବଂ ଶୀତଲ ଏକାଠି କାମ କରିଛନ୍ତି। ଖୁବଶୀଘ୍ର ବିକ୍ରାନ୍ତ ଲଭ୍‌ ହଷ୍ଟେଲ, ମୁମ୍ବାଇକର, ଫୋରେନସିକ ଏବଂ ୟାର ଜିଗରିରେ ନଜର ଆସିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.