ETV Bharat / sitara

13 କେଜି ଓଜନ କମ କଲେ ଉରି ଫେମ

author img

By

Published : Oct 22, 2019, 12:57 PM IST

‘ମସାନ’ ଓ ‘ସଞ୍ଜୁ’ ଅଭିନେତା ବିକ୍କୀ କୌଶଲଙ୍କ ହାତରେ ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ରହିଛି। ହରର ଫିଲ୍ମଠୁ ନେଇ ବାୟୋପିକ ଫିଲ୍ମରେ ଆସିବେ ନଜର। ଫିଲ୍ମ ପାଇଁ ନୂଆ ଲୁକ ଧାରଣ କଲେ ବିକ୍କୀ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ

ମୁମ୍ବାଇ: ବହୁତ କମ ଦିନରେ ଅଭିନେତା ବିକ୍କୀ କୌଶଲ ବଲିଉଡର ଟପ ଅଭିନେତାଙ୍କ ମଧ୍ୟରେ ସାମିଲ ହେବାରେ ସଫଳ ହୋଇଛନ୍ତି। ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ଭଳି ବ୍ଲକବଷ୍ଟର ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକଙ୍କ ଫେଭରେଟ ମଧ୍ୟ ସାଜିଛନ୍ତି। ବର୍ତ୍ତମାନ ସେ ନିଜର ଆଗାମୀ ଫିଲ୍ମର ସୁଟିଂ ପାଇ ପ୍ରସ୍ତୁତି ଚଳାଇଛନ୍ତି। ତାଙ୍କ ଅପକମିଂ ‘ଉଦ୍ଧମ ସିଂ’ଙ୍କ ବାୟୋପିକକୁ ନେଇ ଦର୍ଶକଙ୍କ ମଧ୍ୟ ଉତ୍ସାହିତ।

ଏହି ଫିଲ୍ମରେ ନିଜ ଭୂମିକାକୁ ପରଫେକ୍ଟ କରିବା ପାଇଁ ବିକ୍କୀ ପାଖାପାଖି 13 କେଜି ଶରୀରର ଓଜନ କମାଇଛନ୍ତି। ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରେ ତାଙ୍କ ନୂଆ ଅବତାର ଦେଖିବାକୁ ମିଳିଛି। ହ୍ବାଇଟ ଟି-ସର୍ଟ ଆଉ ଲାଇଟ ବ୍ଲୁ ଡେନିମ ଜ୍ୟାକେଟ ସହ କାରଗୋ ପ୍ୟାଣ୍ଟରେ ବିକ୍କୀ ଖୁବ୍ ହ୍ୟାଣ୍ଡସମ ନଜର ଆସୁଛନ୍ତି ।

ବର୍ତ୍ତମାନ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ‘ଉଦ୍ଧମ ସିଂ’ ଫିଲ୍ମ ବ୍ୟତୀତ ବିକ୍କୀ ହରର, ଥ୍ରିଲର ଫିଲ୍ମ ‘ଭୂତ୍ ପାର୍ଟ ୱାନ: ଦ ହଣ୍ଟ ସିପ’ରେ ମଧ୍ୟ ନଜର ଆସିବେ । ସେ ଖୁବଶୀଘ୍ର ଲୋକପ୍ରିୟ ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ଆଗାମୀ ବାୟୋପିକ ଫିଲ୍ମ ‘ସାମ ମାନେକଶ’ରେ ଅଭିନୟ କରୁଥିବାର ଦେଖାଯିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.